ଜେଲରୁ ଚମ୍ପଟ ମାରିଲେ ଦୁଇ କଏଦୀ, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ

କଟକ: କଟକ ଚୌଦ୍ବାର ଜେଲ୍‌ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍‌ l ଜେଲ୍‌ର ସେଲ୍‌ କାଟି ଫେରାର୍ ହୋଇଯାଇଥିବା ସୂଚନା l ପାଣିକୋଇଲିରେ ପଣ୍ଡା ଆଳଙ୍କାର ଲୁଟ୍‌ ଘଟଣାରେ ଧରାପଡ଼ିଥିଲେ ଦୁଇ କଏଦୀ l ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ କରିଥିଲେ l ଲୁଟେରାଙ୍କ ଗୁଳିମାଡ଼ରେ ୨ଜଣଙ୍କର ଜୀବନ ଯାଇଥିଲା l ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ l ସୂଚନା ଅନୁଯାୟୀ,…

କଟକ: କଟକ ଚୌଦ୍ବାର ଜେଲ୍‌ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍‌ l ଜେଲ୍‌ର ସେଲ୍‌ କାଟି ଫେରାର୍ ହୋଇଯାଇଥିବା ସୂଚନା l ପାଣିକୋଇଲିରେ ପଣ୍ଡା ଆଳଙ୍କାର ଲୁଟ୍‌ ଘଟଣାରେ ଧରାପଡ଼ିଥିଲେ ଦୁଇ କଏଦୀ l ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ କରିଥିଲେ l ଲୁଟେରାଙ୍କ ଗୁଳିମାଡ଼ରେ ୨ଜଣଙ୍କର ଜୀବନ ଯାଇଥିଲା l ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ l

ସୂଚନା ଅନୁଯାୟୀ, ଫେରାର ହୋଇଥିବା ଏହି ଦୁଇ କଏଦୀ ପାଣିକୋଇଲି ଅଞ୍ଚଳରେ ଏକ ଅଳଙ୍କାର ଦୋକାନ ଲୁଟ୍‌ ଘଟଣାରେ ଜଡ଼ିତ ଥିଲେ। ଲୁଟେରାମାନେ ଅଳଙ୍କାର ଦୋକାନ ଉପରେ ଗୁଳିମାଡ଼ କରି ଲୁଟପାଟ କରିଥିଲେ, ଯେଉଁଥିରେ ଦୁଇ ଜଣଙ୍କର ଜୀବନ ଯାଇଥିଲା। ଏହି ଲୋମହର୍ଷକ ଘଟଣା ପରେ ସ୍ଥାନୀୟ ଲୋକେ ଉଭୟ ଅପରାଧୀଙ୍କୁ କାବୁ କରି ପୋଲିସ ଜିମାକୁ ହସ୍ତାନ୍ତର କରିଥିଲେ। ତେବେ ଏବେ ଜେଲ୍‌ରୁ ଫେରାର ହେବା ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *