ବିନା ଟାହିଆରେ ପହଣ୍ଡି ପ୍ରସଙ୍ଗ: ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର/ପୁରୀ: ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିନା ଟାହିଆରେ ପହଣ୍ଡି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାକୁ ନେଇ କଂଗ୍ରେସ ତୀବ୍ର ଅସନ୍ତୋଷ ପ୍ରକାଶ କରି ସରକାର ଓ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଘେରିଛି। କଂଗ୍ରେସର ଅଭିଯୋଗ ଅନୁଯାୟୀ, ମହାପ୍ରଭୁଙ୍କ ପହଣ୍ଡି ସମୟରେ ପାଳନ କରାଯାଉଥିବା ପାରମ୍ପରିକ ନୀତି ଓ ପରମ୍ପରାରେ ବ୍ୟତିକ୍ରମ ଘଟିଛି। ଏହା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଦଳ କହିଛି। ଏହି…

ପ୍ରକାଶ ପାଇଲା ନିଟ ୟୁଜି-୨୦୨୬ ଫଳ : ମେଡିକାଲ୍ ସ୍ୱପ୍ନରେ ଲାଗିଲା ମୋହର, ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ସଫଳ; ଝିଅଙ୍କ ବାଜିମାତ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ ୟୁଜି-୨୦୨୬ର ଫଳ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ଚଳିତ ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ମେଡିକାଲ୍ ପାଠପଢ଼ାର ସ୍ୱପ୍ନକୁ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି। ବିଶେଷ କଥା ହେଉଛି, ସଫଳତା ତାଲିକାରେ ପୁଣିଥରେ ଝିଅମାନେ ପୁଅମାନଙ୍କୁ ପଛରେ ପକାଇଛନ୍ତି। ତଥ୍ୟ ଅନୁଯାୟୀ, ଯୋଗ୍ୟତା ହାସଲ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଛାତ୍ରୀଙ୍କ…

ସମ୍ବଲପୁର ମାଟିର ସୁର : ଅଦ୍ଵୈତା ମିଶ୍ର

ସମ୍ବଲପୁର : ଧନୁପାଲିର ମହାବୀର ପଡ଼ାର ମାଟି ପାଣି ପବନରେ ବଡ଼ ହୋଇ ଅନନ୍ୟ ସ୍ୱରର ଅଧିକାରିଣୀ ଅଦ୍ଵୈତା ମିଶ୍ରଙ୍କ ପ୍ରତିଭା ଅପରିଣତ ବୟସକୁ ଅତିକ୍ରମ କରୁଥିବା ଗଭୀର ଅନୁଭୂତିର ଏକ ନିଚ୍ଛକ ସ୍ଵନ। ଭାବ ଓ ଲୟ ଯେତେବେଳେ ଏକାତ୍ମ ହୋଇ ଯେତେବେଳେ ତାଙ୍କ ସ୍ୱରରେ ପ୍ରବାହିତ ହୁଏ, ସେହି ସ୍ୱର ଶ୍ରୋତାଙ୍କ ମନକୁ ଗଭୀରଭାବେ ସ୍ପର୍ଶ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ମୃତିରେ ରହିଯାଏ। ସମ୍ବଲପୁର ମାଟିର…

ଦୀପାବଳି ୨୦୨୫: କରନ୍ତୁ ରାଶି ଅନୁସାରେ ଦାନ, ମିଳିବ ଶୁଭ ଫଳ

ଭୁବନେଶ୍ଵର: ପ୍ରତ୍ୟେକ ବର୍ଷ କାର୍ତ୍ତିକ କୃଷ୍ଣ ପକ୍ଷର ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ହର୍ଷ ଉଲ୍ଲାସରେ ପାଳନ କରାଯାଏ । ଚଳିତ ବର୍ଷ ୨୦ ଅକ୍ଟୋବର ୨୦୨୫, ସୋମବାର ଦିନ ଦୀପାବଳି ପର୍ବ ପାଳନ କରାଯିବ । ଏହି ଦିନରେ ମା’ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଦୀପାବଳି ଦିନ ପୂଜା-ପାଠ ଓ ଦାନ ଧର୍ମ କରିବା ଦ୍ୱାରା ବିଶେଷ…

ଋତୁସ୍ରାବ ବେଳେ ପେଟ ଯନ୍ତ୍ରଣାକୁ ନେଇ ଚିନ୍ତିତ କି, ଖାଆନ୍ତୁ ଏହି ଖାଦ୍ୟ…

ଭୁବନେଶ୍ଵର: ଋତୁସ୍ରାବ ସମୟରେ ମହିଳାଙ୍କ ପେଟ ଯନ୍ତ୍ରଣା ଅଧିକ ହୋଇଥାଏ । ଏହି ଯନ୍ତ୍ରଣା ବେଳେବେଳେ ଏତେ ଅଧିକ ବଢ଼ିଯାଏ ଯେ ଆପଣ ପ୍ରତିଦିନର କାମ ଠିକ୍‌ ଭାବେ କରିପାରନ୍ତି ନାହିଁ । ତେବେ ଏହି କଷ୍ଟକୁ ଦୂର କରିବା ପାଇଁ ମେଡିକାଲ ଷ୍ଟୋରରେ ଅନେକ ପ୍ରକାରର ଔଷଧ ଉପଲବ୍ଧ ଥାଏ । କିନ୍ତୁ ହେଲ୍ଥ ଏକ୍ସପର୍ଟମାନେ ଏହି ସମୟରେ ଔଷଧ ଖାଇବାକୁ ବାରଣ କରନ୍ତି । କିନ୍ତୁ ମହିଳାମାନେ…

କଲାମଙ୍କ ଜୟନ୍ତି ୨୦୨୫: ‘ମିସାଇଲ ମ୍ୟାନ’ ରୁ ‘ଜନତାଙ୍କ ରାଷ୍ଟ୍ରପତି’ ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ଆଜି ମିସାଇଲ ମ୍ୟାନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ । ନିଜର ଭିନ୍ନ ବ୍ୟକ୍ତିତ୍ବ ଯୋଗୁଁ ସେ ବିଶ୍ବବାସୀଙ୍କ ମନରେ ଜାଗା ବନେଇ ପାରିଛନ୍ତି । ତାଙ୍କ ସୁବିଚାର ଆଜିବି ଅନେକ ଲୋକଙ୍କୁ ପ୍ରେରଣା ଯୋଗାଉଛି । ଆଜିକାର ଯୁବପିଢି ଏବଂ ଛାତ୍ରଛାତ୍ରୀ ତାଙ୍କ ପ୍ରେରଣାରେ ପ୍ରେରିତ ହେଉଛନ୍ତି । ଜଣେ ମହାନ ବୈଜ୍ଞାନିକ ଏବଂ ଜଣେ ପ୍ରକୃତ ଦେଶପ୍ରେମୀ ଡକ୍ଟର ଅବୁଲ ପାକିର ଜୈନୁଲାବଦିନ…

କାହିଁକି ତଳେ ବସି କରନ୍ତି ଭୋଜନ, କଣ ଏହାର ଫାଇଦା…

ଭୂବନେଶ୍ଵର: ପୁରୁଣା ପରମ୍ପରାକୁ ଯଦିଓ ଆଜିକାଲିର ଲୋକ ଆଉ ମାନୁ ନାହାନ୍ତି, କିନ୍ତୁ ଏହାର ନିଜସ୍ୱ ବୈଜ୍ଞାନିକ ମହତ୍ତ୍ୱ ରହିଛି। ଏହି ସବୁ ପରମ୍ପରା ବ୍ୟକ୍ତିକୁ ସୁସ୍ଥ ଏବଂ ସୁଖୀ ରଖିବା ପାଇଁ ବନାଯାଇଥିଲା। ଆଗକାଳରେ ଲୋକେ ତଳେ ବସି ଭୋଜନ ଗ୍ରହଣ କରୁଥିଲେ, କିନ୍ତୁ ଆଜିକାଲି ଆଧୁନିକ ଜୀବନଶୈଳୀରେ ଲୋକେ ଟେବୁଲ, ଚୌକିରେ ବସି ଖାଦ୍ୟ ଖାଉଛନ୍ତି। ହେଲେ ଆପଣ ଜାଣିଛନ୍ତି କି, ଆମ ହିନ୍ଦୁ ଶାସ୍ତ୍ରରେ ତଳେ…

ସରିଲା ଦଶହରା: ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା

କଟକ: ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା । ଧରା ପୃଷ୍ଠରେ ଅବତରଣ କରି ପାପର ସଂହାର କଲେ ମା ଦୁର୍ଗେ ଦୁର୍ଗତୀ ନାଶିନୀ । ବିଜୟା ଦଶମୀରେ ରାବଣ ପୋଡ଼ି ସହ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ କଟକ ଦୁର୍ଗା ପୂଜା । ଏବେ ମାଆଙ୍କ ବିଦାୟର ବେଳ । ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାରେ ଭିଜେଇ ମେଲାଣି ନେଉଛନ୍ତି ମାଆ । ଭାବବିହ୍ୱଳ ପରିବେଶ । ଭକ୍ତ ଆଖିରେ…

ଆଜି ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ, ଦୁଇ ମହାନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ

ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ଅକ୍ଟୋବର ୨ ତାରିଖ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ବାପୁ  । ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ ଯୁଗପୁରୁଷ ହେଉଛନ୍ତି ମହାତ୍ମା ଗାନ୍ଧୀ । ଅହିଂସା ଉପାୟରେ ଦେଶରୁ ଇଂରେଜ ସରକାରଙ୍କୁ ତଡ଼ି ସ୍ବାଧୀନତା ଆଣିଥିବା ମହାନ ପୁରୁଷ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ । ତାଙ୍କ ନେତୃତ୍ୱରେ ହିଁ ଦେଶ…

ଆଜି ବିଜୟା ଦଶମୀ, ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜା

ଭୁବନେଶ୍ଵର: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ…