ଏହି ଦିନ ପଡ଼ୁଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ…

ଭୁବନେଶ୍ଵର: ଆସନ୍ତା ସେପ୍ଟେମ୍ବର ୭ରେ ଲାଗିବ ୨୦୨୫ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ଶନିଙ୍କ ରାଶି କୁମ୍ଭରେ ଲାଗିବ। ଚନ୍ଦ୍ରଗ୍ରହଣ ରାତି ୯:୫୮ ରେ ଆରମ୍ଭ ହୋଇ ୧:୨୬ ରେ ଶେଷ ହେବ। ଯାହା ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ଏହି ଗ୍ରହଣ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ । ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ କୁମ୍ଭ ରାଶି ଓ ଭାଦ୍ରପଦ ନକ୍ଷତ୍ରରେ ଲାଗିବାକୁ…

ହସୁଛି କାଶତଣ୍ଡି, ପାର୍ବଣ ପାଇଁ ସଜେଇ ହେଲାଣି ପ୍ରକୃତିରାଣୀ

ଭୁବନେଶ୍ଵର: ଋତୁ ଚକ୍ରର ପରିବର୍ତନରେ ଧାରାଶ୍ରାବଣ ଧରାପୃଷ୍ଟରୁ ଧୀରେ ଧୀରେ ଅପସରି ଯିବାପାଇଁ ଚେଷ୍ଟା କରୁଥିବା ଅବସରରେ ଦିଗବଳୟ ସେପାରିରୁ ଉଙ୍କି ମାରେ ଶରତ ।  “ଭାଦ୍ରଆଶ୍ୱିନ ସରତରେ ନିର୍ମଳଶୋଭା ଜଗତରେ” କବିଙ୍କର ଏହି ଉକ୍ତିରୁ ସ୍ପଷ୍ଟ ବାରିହୁଏ ଶରତ ଋତୁ ପ୍ରକୃତିରେ ନିର୍ମଳ ଓ ସ୍ୱଛତା ଭରିଦିଏ । ଆକାଶ ବୁକୁରୁ ହଟିଯାଏ ଘନବାଦଲର ବିଭିଷିକା । ସାନ୍ଧ୍ୟ ଆକାଶନିର୍ମଳ । ତାରାଗଣ ମଧ୍ୟେ ଭୋଦୁଆ ଜହ୍ନର ଅଭିସାର ମନମୁଗ୍ଧକରେ…

ଯେଉଁଠି ରହିଛି ଏକ କୋଟିରୁ ଏକ କମ୍ ଦେବାଦେବୀଙ୍କ ମୂର୍ତ୍ତି

ଭୂବନେଶ୍ଵର: ହିନ୍ଦୁ ଧର୍ମ ଗ୍ରନ୍ଥରେ ୩୩ କୋଟି ଦେବଦେବୀ ଙ୍କ ବ୍ୟାଖ୍ୟା ରହିଛି, ସେଥିପାଇଁ ଭାରତ ବର୍ଷରେ ଅନେକ ମନ୍ଦିର ରହିଛି l ତା ସହିତ ଏଭଳି କିଛି ରହସ୍ୟମୟ ମନ୍ଦିର ରହିଛି , ଯାହାର ଆଜି ପର୍ଯ୍ୟନ୍ତ କୌଣସି ସତ୍ୟାସତ୍ୟ ବାହାରି ନାହିଁ l ସେହି ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଉନାକୋଟି ମନ୍ଦିର, ଯାହା ତ୍ରିପୁରା ର ରାଜଧାନୀ ଅଗରତାଲା ନିକଟରୁ ୧୪୫ କିଲୋମିଟର ଦୂରରେ ଅବସ୍ଥିତ…

ଅନନ୍ୟ ପରମ୍ପରା, ମହାଲକ୍ଷ୍ମୀ ପାଳନ୍ତି ‘କୁକ୍କୁଟୀ ବ୍ରତ’

ପୁରୀ: ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳପକ୍ଷ ସପ୍ତମୀ ବା ଲଳିତା ସପ୍ତମୀ ତିଥିରେ ‘କୁକ୍କୁଟୀ ବ୍ରତ’ ପାଳିତ ହୁଏ। ଆଜ୍ଞାମାଳ ପାଇ ଶ୍ରୀଦେବୀ ଏହି ବ୍ରତ କରିଥାଆନ୍ତି। ଆଜ୍ଞାମାଳ ପାଇବା ପରେ ସଂପୃକ୍ତ ମହାଜନ ସେବକ ତାଙ୍କୁ ପାଲିଙ୍କିରେ ବିଜେ କରାଇ ମହାଲକ୍ଷ୍ମୀଙ୍କ ମନ୍ଦିରର ବାହାର ମଣ୍ଡପଠାରେ ଖଟଶେଯରେ ବିଜେ କରାନ୍ତି। ସେଠାରେ ତାଙ୍କର ମାଜଣା, ବନକଲାଗି ଓ ବେଶ ହୁଏ । ପୂଜାପଣ୍ଡା ସେବକ ‘କୁକ୍କୁଟୀ ବ୍ରତ କଥା’ ପାଠ…

ଏପରି ଏକ ମନ୍ଦିର, ଯେଉଁଠାରେ ରାତିରେ ଅଟକି ଯାଉଥିବା ଭକ୍ତ ହୋଇଯାନ୍ତି ପଥର!

ନୂଆଦିଲ୍ଲୀ: ଆମ ଦେଶ ଭାରତରେ ରହସ୍ୟମୟ ଏବଂ ପ୍ରାଚୀନ ମନ୍ଦିରଗୁଡ଼ିକର ଅଭାବ ନାହିଁ । ରାଜସ୍ଥାନରେ ମଧ୍ୟ ସମାନ ମନ୍ଦିର ଅଛି, ଯେଉଁଠାରେ ଲୋକମାନେ ସନ୍ଧ୍ୟା ହେବା ମାତ୍ରେ ପଳାୟନ କରନ୍ତି । ଭୁଲରେ ମଧ୍ୟ ରାତିରେ ଏହି ମନ୍ଦିରରେ ରହିବାକୁ କେହି ଚାହାଁନ୍ତି ନାହିଁ । ଏହା ପଛରେ ଦିଆଯାଇଥିବା କାରଣଟି ଅତ୍ୟନ୍ତ ଆପଣ ମଧ୍ୟ ଜାଣିଲେ ଚମକି ପଡ଼ିବେ । ଲୋକମାନେ ବିଶ୍ୱାସ କରନ୍ତି ଯେ ଯିଏ…

ପିଆଜ ହେଉଛି ଔଷଧୀୟ ଗୁଣର ଖଣି, ଜାଣନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ପିଆଜ ତ ପ୍ରାୟ ସମସ୍ତଙ୍କ ପସନ୍ଦ । ପିଆଜକୁ କିଏ କେତେ ଢଙ୍ଗରେ ଯେମିତିକି ଭଜା , ତରକାରୀ , ପକୋଡା କରି ଖାଆନ୍ତି । ଯାହାର ସ୍ବାଦ ପାଟିରେ ବାଜିଲେ ବାରମ୍ବାର ଖାଇବାକୁ ଇଚ୍ଛା ହୁଏ । ସାଧାରଣ ସମସ୍ତଙ୍କ ଘରେ ସହଜରେ ଉପଲବ୍ଧ ହୋଇଥାଏ ପିଆଜ। ପିଆଜ ଏପରି ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହା ପ୍ରତ୍ୟେକ ଘରେ ଘରେ ଉପଲବ୍ଧ। ଏହାକୁ ସାଲାଡ,ବିଭିନ୍ନ ବ୍ୟଞ୍ଜନ…

ମଣିଷ ଏବଂ ପ୍ରକୃତି ମଧ୍ୟରେ ଅତୁଟ ସମ୍ପର୍କର ପ୍ରତୀକ ଏହି ଜନଜାତି, ମୃତ୍ୟୁ ହେଲେ ପାଳନ୍ତି ଉତ୍ସବ

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ପରମ୍ପରା ଅଛି ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଆପଣ ପ୍ରାୟତଃ ଦେଖିଥିବେ ଯେ କାହାର ମୃତ୍ୟୁ ପରେ ଶରୀରକୁ କବର ଦିଆଯାଏ କିମ୍ବା ପୋଡ଼ି ଦିଆଯାଏ। କିଛି ସ୍ଥାନରେ ଏହାକୁ ସମୁଦ୍ରରେ ଭାସାଇବାର ପରମ୍ପରା ମଧ୍ୟ ଅଛି। କିନ୍ତୁ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ରହୁଥିବା ତୋରାଜା ଜନଜାତିର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅନନ୍ୟ। ଏଠାରେ ଲୋକମାନେ ମୃତଦେହକୁ ମାଟିରେ ପୋତିବା କିମ୍ବା…

ଝୁମୁଛି ପଶ୍ଚିମ ଓଡିଶା: ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟରେ ମା’ଙ୍କ ପାଖରେ ଲାଗି ହୋଇଛି ନବାନ୍ନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ । ମା’ଙ୍କ ଦର୍ଶନ କରି ଘରେ ଘରେ ନୂଆ ଖାଇବେ । ଏହାସହ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯିବ । ମା’ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପାର୍ଶ୍ଵ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି…

ଆଜି ନୂଆଁଖାଇ, ‘ଡାଲଖାଇ’ ତାଳେ ତାଳେ ଝୁମୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା । କଳାହାଣ୍ତି ଠୁ ଆରମ୍ଭ କରି କୋରାପୁଟ ଯାକେ ସବୁଠି ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି ନୂଆଁଖାଇ । ମାନ ଅଭିମାନକୁ ଭୁଲି ସ୍ନେହ ଶ୍ରଦ୍ଧାରେ ଆଜି ସମସ୍ତେ ଏକତ୍ରିତ ହୋଇ ନୂଆ ଖାଇବା ସହ ଏହି ପର୍ବକୁ ପାଳନ କରୁଛନ୍ତି । ମାଆ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହେବା ପରେ…

ବିରାଜିଛନ୍ତି ଅଗ୍ରପୂଜ୍ୟ, ଗୋବର ଗଣେଷ ଭାବେ ପୂଜା ପାଉଛନ୍ତି ବିଘ୍ନବିନାଶକ

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବିରାଜିଛନ୍ତି ପ୍ରଭୁ ଗଜାନନ । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜାମଣ୍ଡପ ଗୁଡିକ ଆକର୍ଷଣୀୟ ଢଙ୍ଗରେ ହୋଇଛି ସଜା । ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରଭୁ ଗଜାନନଙ୍କ ପୂଜା । ସ୍କୁଲ, କଲେଜ ସାଙ୍ଗକୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା କରାଯାଉଥିବା ବେଳେ…