ମା’ ମହାଗୌରୀ: ଅଷ୍ଟମ ଶକ୍ତି ମା’ ମହାଗୌରୀ
ଭୁବନେଶ୍ଵର: ପବିତ୍ର ଆଶ୍ୱିନ ମାସ ଶୁକ୍ଳପକ୍ଷ ଅଷ୍ଟମୀ, ନବରାତ୍ରୀ ମହାଷ୍ଟମୀ (ଦୂର୍ଗାଷ୍ଟମୀ) ତିଥିରେ ଜଗଜ୍ଜନନୀ କରୁଣାମୟୀ ମାଁ ନବଦୂର୍ଗା ଙ୍କୁ ଦେବୀ ମାଁ ମହାଗୌରୀ ସ୍ୱରୂପରେ ପୂଜାର୍ଚ୍ଚନା କରାଯାଏ । ମହାଗୌରୀ ସ୍ୱରୂପରେ ବ୍ରୁଷଭ ବାହନା ଚତୁର୍ଭୂଜା ମାତା ସମ୍ପୂର୍ଣ୍ଣ ଗୌରବର୍ଣ୍ଣା ଏବଂ ତାଙ୍କର ବସ୍ତ୍ର ଓ ସମସ୍ତ ଆଭୂଷଣ ମଧ୍ୟ ସମ୍ପୂର୍ଣ୍ଣ ଶ୍ୱେତବର୍ଣ୍ଣ । ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର…
