ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର: ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ । ପବିତ୍ର ମହାଳୟା ଅବସରରେ ମା’ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷ ତମାମ ମା’ ସିନ୍ଦୁର ମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ମହାଳୟା ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଂଗା ସ୍ନାନର…

ଆଜି ପବିତ୍ର ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେବେ ମା ସମଲେଶ୍ଵରୀ

ଭୁବନେଶ୍ଵର: ଆଜି ମହାଳୟା । ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ଭଳି ପରମ୍ପରା ଉତ୍କଳିୟ ସଂସ୍କୃତିରେ ଦେଖିବାକୁ ମିଳିଥାଏ । ଭାଗବତ ଜନ୍ମ ପରଦିନ ଠାରୁ ଅର୍ଥାତ ଆଶ୍ୱିନ ପ୍ରତିପଦାରୁ ଆରମ୍ଭ ହୋଇଛି ଅପରପକ୍ଷ । ଆଜି ମହାଳୟା ଅମାବାସ୍ୟାରେ ଅପରପକ୍ଷ ଶେଷ ହୋଇଥିବା ବେଳେ ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି । ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରଣୀ, ମହୋଦଧି ସମେତ ଶ୍ରୀମନ୍ଦିରର ଉତରଦ୍ୱାର ପଟେ ପିଣ୍ଡ…

ଆସୁଛନ୍ତି ମା’: ସ୍ଵୟଂ ଇଚ୍ଛାରେ ମନ୍ଦିର ଗଢିଥିଲେ ମା ସମଲେଶ୍ଵରୀ!

ଭୁବନେଶ୍ଵର: ଆସୁଛନ୍ତି ମାଆ । ଧରାବତରଣ କରିବେ ଜଗତଜନନୀ । ଉତ୍ସବ ମୁଖର ରାଜ୍ୟର ବିଭିନ୍ନ ଶକ୍ତିପୀଠ । ଶକ୍ତି ପୀଠଗୁଡ଼ିକରେ ଚାଲିଛି ମାଆଙ୍କର ଷୋଡ଼ଶ ଉପଚାର ପୂଜା । ହୋମପାଠ, ଯଜ୍ଞ ମନ୍ତ୍ର ଓ ବେଦ ଧ୍ବନୀରେ ପ୍ରକମ୍ପିତ ହେଉଛି ମା’ଙ୍କ ମନ୍ଦିର ପରିବେଶ । ମାଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସୁଛନ୍ତି ଭକ୍ତ । ପୀଠରେ ମାଆଙ୍କର ବେଶ ଅନୁସାରେ…

ଆସୁଛନ୍ତି ମା’: ପଣତ କାନିରେ ଉଭା ମାଁ ମେଟାକାନି

ଭୁବନେଶ୍ଵର: ଚାଲିଛି ପାର୍ବଣର ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା ଦୁର୍ଗା । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ମା’ଙ୍କ ଆଵାହନ ପାଇଁ ମର୍ତ୍ତ୍ୟବାସୀ ବେଶ ଉତ୍ସାହର ସହ ଲାଗି ପଡିଛନ୍ତି । ସାର୍ବଜନୀନ ମଣ୍ଡପ ଠାରୁ ଆରମ୍ଭ କରି ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡଶ ଉପଚାର ପୂଜା । ସେଥିପାଇଁ ମନ୍ତ୍ର ଧ୍ଵନିରେ ପ୍ରକମ୍ପିତ ହେଉଛି…

ଆସୁଛନ୍ତି ମା’: କଳା ମୁଗୁନି ପଥରରେ ପୂଜା ପାଆନ୍ତି ମା’ କିଚକେଶ୍ଵରୀ

ଭୁବନେଶ୍ଵର: ଜଗତ ଜନନୀ ମା’ ଦୁର୍ଗାଙ୍କ ଆବାହନ ପାଇଁ ସମସ୍ତ ଜୀବଜଗତ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ସତେ ଯେମିତି ପ୍ରକୃତି ରାଣୀ ବି ନିଜକୁ ସଜେଇ ଦେଇଛି ମା’ ଦୁର୍ଗାଙ୍କ ସ୍ଵାଗତ କରିବାକୁ । ବିଭିନ୍ନ ସ୍ଥାନରେ ସାର୍ବଜନୀନ ପୂଜା ମଣ୍ଡପଗୁଡ଼ିକରେ ଲୋକେ ଉପଭୋଗ କରୁଥିବା ବେଳେ କେତେକ ପ୍ରାଚୀନ ପୀଠମାନଙ୍କରେ ବି ଏହି ପୂଜାର ମହକ ଟିକେ ନିଅ।ରା । ମୟୂରଭଞ୍ଜ ଜିଲ୍ଲାର ଯେଉଁ କେତୋଟି ସ୍ଥାନରେ ଦେବୀ…

ଆସୁଛନ୍ତି ମା’: ମଝି ନଈରେ କାହିଁକି ଅଟକି ଯାଇଥିଲା ନାଆ

ଭୁବନେଶ୍ଵର: ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଜଗତଜନନୀଙ୍କ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା । ଶକ୍ତିପୀଠମାନଙ୍କରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ଜଗତଜନନୀ । ଆମ ଦେଶରେ ଶକ୍ତି ପୂଜାର ପରମ୍ପରା ଯୁଗଯୁଗ ଧରି ଚଳିଆସୁଛି । କଳସ ଯାତ୍ରାରୁ ଆରମ୍ଭ ହୋଇଥାଏ ମାଆଙ୍କ ଷୋଡଶ ଉପଚାର…

୭୫ ବର୍ଷରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କିଛି ଅଜଣା କଥା

ନୂଆଦିଲ୍ଲୀ: ସ୍ବଂୟ ସେବକରୁ ପ୍ରଧାନ ସେବକ, କୁଟନୀତିର କିଙ୍ଗ, ବିଦେଶ ନୀତିରେ ସେ ବେଷ୍ଟ। ଦେଶର ସବୁଠୁ ଲୋକପ୍ରୀୟ ନେତା…ନରେନ୍ଦ୍ର ଦାମୋଦର ଦାସ ମୋଦି, ଦେଶର ପ୍ରଧାନମନ୍ତ୍ରୀ ମୋଦି। ଆଜି ମୋଦିଙ୍କ ୭୫ତମ ଜନ୍ମଦିନ। ୭୫ ବର୍ଷରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଜନ୍ମଦିନ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ଲଗାଯିବ…

ଆସୁଛନ୍ତି ମା’: ସରସ୍ଵତୀ ରୂପରେ ପୂଜା ପାଆନ୍ତି ମା’ ଜଗତଜନନୀ

ଭୁବନେଶ୍ଵର: ଚାଲିଛି ପାର୍ବଣର ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା ଦୁର୍ଗା । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ମା’ଙ୍କ ଆଵାହନ ପାଇଁ ମର୍ତ୍ତ୍ୟବାସୀ ବେଶ ଉତ୍ସାହର ସହ ଲାଗି ପଡିଛନ୍ତି । ସାର୍ବଜନୀନ ମଣ୍ଡପ ଠାରୁ ଆରମ୍ଭ କରି ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡଶ ଉପଚାର ପୂଜା । ମୂଳାଷ୍ଟମୀ ଠାରୁ ମା’ ଦୁର୍ଗାଙ୍କ ଷୋ଼ଡଶ…

ଘରେ ଘରେ ବାସିଲାଣି ଦ୍ଵିତୀୟା ଘାଣ୍ଟ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳି

ଭୁବନେଶ୍ଵର:  ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ପ୍ରତ୍ୟେକ ଓଷାବ୍ରତ ଖାଦ୍ୟ ସହିତ ଜଡ଼ିତ ଥିବା ଲକ୍ଷ୍ୟ କରାଯାଏ । ସେହିପରି ଦ୍ୱିତୀୟା ଓଷା (ଦୂତିୟା ଓଷା ବା ଯୁତୀଆ ଓଷା) ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ପାଳନ କରାଯାଏ । ଏହି ଦିନ ଓଷା କରିଥିବା ମହିଳାମାନେ ନିର୍ଜଳା ଉପବାସ କରି ପୁଅମାନଙ୍କ ମଙ୍ଗଳ କାମନା କରି ଦୂତୀବାହାନଙ୍କୁ ପୂଜା କରିଥାନ୍ତି ।…

ଆସୁଛନ୍ତି ମା’: ଯୋନି ପୀଠ କାମାକ୍ଷା ମନ୍ଦିର

ଆସାମ୍: ମା’ କାମାକ୍ଷା ଦେବୀ ମନ୍ଦିର ସମଗ୍ର ଭାରତରେ ବେଶ ପ୍ରସିଦ୍ଧ । ଏହି ମନ୍ଦିର ୫୨ ଶକ୍ତିପୀଠ ମଧ୍ୟରୁ ଗୋଟିଏ । ଭାରତର ଲୋକମାନେ ଏହାକୁ ଅଘୋରୀ ଏବଂ ତାନ୍ତ୍ରିକଙ୍କର ଗଡ଼ ବୋଲି ବିବେଚନା କରାଯାଏ । ଭାରତ ଆସାମ ରାଜ୍ୟର ଗୌହାଟି ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ମାତା କାମାକ୍ଷା ଦେବୀଙ୍କର ଏହି ପ୍ରସିଦ୍ଧ ଶକ୍ତିପୀଠ ରହିଛି । ଆସାମ୍, ଗୌହାଟୀର ନୀଳାଚଳ ପର୍ବତ ଉପରେ…