ଭୁବନେଶ୍ୱର, ୨୧/୧୦: ପ୍ରତିବର୍ଷ କଟକ ଭଳି ପାରାଦୀପରେ ବାଲିଯାତ୍ରା ହେଇଥାଏ। ଚଳିତ ବର୍ଷ ନଭେମ୍ବର ୪ରୁ ୧୦ ତାରିଖ ଯାଏଁ ଆୟୋଜିତ ହେବ କଳିଙ୍ଗ ବାଲିଯାତ୍ରା । ପାରାଦୀପ ବାଲିଯାତ୍ରା କୁ କଳିଙ୍ଗ ବାଲିଯାତ୍ରା ବେଲି କୁହାଯାଏ। ଚଳିତବର୍ଷ କଳିଙ୍ଗ ବାଲିଯାତ୍ରା କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ମଙ୍ଗବାର ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ।
କଳିଙ୍ଗ ବାଲିଯାତ୍ରାରେ ଯେଗଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୧/୧୦: ପ୍ରତିବର୍ଷ କଟକ ଭଳି ପାରାଦୀପରେ ବାଲିଯାତ୍ରା ହେଇଥାଏ। ଚଳିତ ବର୍ଷ ନଭେମ୍ବର ୪ରୁ ୧୦ ତାରିଖ ଯାଏଁ ଆୟୋଜିତ ହେବ କଳିଙ୍ଗ ବାଲିଯାତ୍ରା । ପାରାଦୀପ ବାଲିଯାତ୍ରା କୁ କଳିଙ୍ଗ ବାଲିଯାତ୍ରା ବେଲି କୁହାଯାଏ। ଚଳିତବର୍ଷ କଳିଙ୍ଗ ବାଲିଯାତ୍ରା କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ…
