କଲାମଙ୍କ ଜୟନ୍ତି ୨୦୨୫: ‘ମିସାଇଲ ମ୍ୟାନ’ ରୁ ‘ଜନତାଙ୍କ ରାଷ୍ଟ୍ରପତି’ ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ଆଜି ମିସାଇଲ ମ୍ୟାନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ । ନିଜର ଭିନ୍ନ ବ୍ୟକ୍ତିତ୍ବ ଯୋଗୁଁ ସେ ବିଶ୍ବବାସୀଙ୍କ ମନରେ ଜାଗା ବନେଇ ପାରିଛନ୍ତି । ତାଙ୍କ ସୁବିଚାର ଆଜିବି ଅନେକ ଲୋକଙ୍କୁ ପ୍ରେରଣା ଯୋଗାଉଛି । ଆଜିକାର ଯୁବପିଢି ଏବଂ ଛାତ୍ରଛାତ୍ରୀ ତାଙ୍କ ପ୍ରେରଣାରେ ପ୍ରେରିତ ହେଉଛନ୍ତି । ଜଣେ ମହାନ ବୈଜ୍ଞାନିକ ଏବଂ ଜଣେ ପ୍ରକୃତ ଦେଶପ୍ରେମୀ ଡକ୍ଟର ଅବୁଲ ପାକିର ଜୈନୁଲାବଦିନ…

ବିଜେପିରେ ମିଶିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମୈଥିଲୀ ଠାକୁର

ପାଟନା: ବିଜେପିରେ ମିଶିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମୈଥିଲୀ ଠାକୁର । ବିହାରର ଲୋକପ୍ରିୟ ଗାୟିକା ମୈଥିଲୀ ଠାକୁର ବିଜେପିରେ ସାମିଲ । ବିହାର ବିଜେପି ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ମୈଥିଲୀ । ମୈଥିଲୀଙ୍କୁ ଅଲ୍ଲୀନଗର ଆସନ ପାଇଁ ଟିକେଟ୍ ଦେଇପାରେ ବିଜେପି । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ବିଜେପିରେ ନୂତନ ଚେହେରା ଯୋଗ ଦେବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଗତକାଲି ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ…

ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌

ବ୍ରହ୍ମପୁର: ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ । ଗତକାଲିର ଗଣ୍ଡଗୋଳ ପରେ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ । MKCG କଲେଜ କାଉନସିଲ୍‌ ବୈଠକ ପରେ ଡିନ୍‌ଙ୍କ ଘୋଷଣା । ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାରୁ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ । ନିଷ୍ପତ୍ତି ବିରୋଧରେ ଟେଲି ମେଡିସିନ୍ ସେଣ୍ଟର ବାହାରେ ଛାତ୍ରଛାତ୍ରୀଙ୍କ ଧାରଣା । ବ୍ରହ୍ମପୁର MKCG ମେଡିକାଲ କଲେଜରେ ଚାଲିଥିବା…

ଓଡ଼ିଆ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ବୟଫ୍ରେଣ୍ଡ ଗିରଫ

ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । କ୍ୟାମ୍ପସ ବାହାରକୁ ନେବା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ । ଆସନ୍ତାକାଲି ଗିରଫ ବୟଫ୍ରେଣ୍ଡକୁ କରାଯିବ କୋର୍ଟ ଚାଲାଣ । ଆସାନସୋଲ୍-ଦୁର୍ଗାପୁର ପୋଲିସ କମିଶନରେଟ୍ ପକ୍ଷରୁ ଏନେଇ ସୂଚନା ମିଳିଛି । ଏଯାବତ୍ ବୟଫ୍ରେଣ୍ଡକୁ ମିଶାଇ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି । ପୀଡ଼ିତାଙ୍କ ଅଭିଯୋଗମୁତାବକ ପୁରୁଷ…

ରଥଯାତ୍ରା ପୂର୍ବରୁ ସମ୍ପୁର୍ଣ୍ଣ ହେବ ଅସମ୍ପୁର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ: ମୁଖ୍ୟ ପ୍ରଶାସକ

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତନିବାସରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଡ ଗିରିଶ ଚନ୍ଦ୍ର ମୁର୍ମୁ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପସ୍ଥିତ ଥିଲେ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ସମ୍ପର୍କରେ ବୈଠକରେ ବିସ୍ତୃତ…

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ସିନ୍ ରିକ୍ରିଏସନ୍ କଲା ପୋଲିସ

ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ଅଭିଯୁକ୍ତଙ୍କୁ ଧରି ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ । କେମିତି ସେଦିନ ଘଟଣା ଘଟିଥିଲା ତାହାର ଡେମୋ ଦେଖାଇଛି ଅଭିଯୁକ୍ତ। ଦୁର୍ଗାପୁର ଜଙ୍ଗଲରେ ସିନ ରିକ୍ରିଏଟ କରିଛି ପୋଲିସ । ଦୁର୍ଗାପୁର ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଏମାନଙ୍କୁ SDJM କୋର୍ଟରେ ହାଜର…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ । ଐତିହାସିକ ଗାଜା ଶାନ୍ତି ଚୁକ୍ତି ସ୍ବାକ୍ଷର ଅବସରରେ ଭୂରି ଭୂରି ପ୍ରଶଂସା କଲେ ଟ୍ରମ୍ପ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସାମ୍ନାରେ ମୋଦିଙ୍କ ପ୍ରଶଂସା । ଭାରତ ଏକ ମହାନ ଦେଶ ଯେଉଁଠି ମୋର ଜଣେ ବହୁତ ଭଲ ବନ୍ଧୁ ଶୀର୍ଷରେ । ମୋଦି ଏକ ଚମତ୍କାର କାମ କରିଛନ୍ତି ବୋଲି କହିଲେ ଟ୍ରମ୍ପ୍‌ ।…

ପଦାରେ ପଡିଲା ପୁଣି ପୋଲିସ ପାରିବା ପଣିଆ, ଥାନାରୁ କଏଦି ଚମ୍ପଟ

ଭୁବନେଶ୍ଵର: ପୁଣି କମିଶନରେଟ୍‌ ପୋଲିସର ଢ଼ିଲା ସୁରକ୍ଷା ପଦାରେ ପଡ଼ିଲା । କନେଷ୍ଟବଲ୍‌ଙ୍କୁ ଧକ୍କା ଦେଇ ମୋବାଇଲ ଚୋରି ଅଭିଯୁକ୍ତ ଥାନାରୁ ଚମ୍ପଟ୍‌ । ଚନ୍ଦକା ଥାନାରେ ପୋଲିସକୁ ଚକ୍‌ମା ଦେଇ ପଳାଇଲା ଅଭିଯୁକ୍ତ । ରାଜଧାନୀ ଉପକଣ୍ଠ ଚନ୍ଦକା ଥାନାରେ ଘଟିଛି ଏହି ଘଟଣା । ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା। ଆଇଫୋନ୍‌ ଚୋରି ଘଟଣାରେ ଗିରଫ ହୋଇଥିଲା । ସୂଚନା ଅନୁଯାୟୀ, ଗତମାସ ୨୮ ତାରିଖ…

IPS ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲା; ହରିୟାଣା ଡିଜିପିଙ୍କୁ ଛୁଟି

ହରିୟାଣା: IPS ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲାରେ ହରିୟାଣା ଡିଜିପିଙ୍କୁ ଛୁଟି । ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇଲେ ରାଜ୍ୟ ସରକାର । ଚଣ୍ଡିଗଡ଼ ସ୍ଥିତ ବାସଭବନରେ ଗତ ୭ରେ ଆତ୍ମହତ୍ୟା କରିଥିଲେ ପୁରନ କୁମାର । ସୁଇସାଇଡ୍‌ ନୋଟ୍‌ରେ ଡିଜିପିଙ୍କ ସମେତ ୭ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରିଥିଲେ । ବରିଷ୍ଠ ଆଇପିଏସ୍‌ ଅଧିକାରୀ ପୁରନ କୁମାରଙ୍କର ୭ ଅକ୍ଟୋବରରେ ଚଣ୍ଡିଗଡ଼ର ସେକ୍ଟର ୧୧…

ପ୍ଲଟ୍‌ ପଞ୍ଜୀକରଣ ପାଇଁ ଆସିଲା SOP 

ଭୁବନେଶ୍ଵର: ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ଜାରି ହେଲା ନୂଆ SOP । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ SOP ଜାରି । ଗ୍ରାମୀଣ କ୍ଷେତ୍ରରେ ଜଳାଶୟ କିସମ ପ୍ଲଟର ହୋଇପାରିବନି ପଞ୍ଜୀକରଣ । ଜଳାଶୟ କିସମ ପ୍ଲଟ ଛଡ଼ା ଅନ୍ୟ ପାଇଁ ବିନା ସର୍ତ୍ତରେ ପଞ୍ଜୀକରଣ ଅନୁମତି । କୃଷି ପ୍ଲଟ୍ ପଞ୍ଜୀକରଣ ପାଇଁ ନେବାକୁ ପଡ଼ିବ ଅନୁମତି । ତେବେ ଏସଓପି ଅନୁସାରେ, ଗ୍ରାମାଞ୍ଚଳରେ…