ବାର୍ଡ ଫ୍ଲୁ ଆତଙ୍କ, ସତର୍କ ନନ୍ଦନକାନନ କର୍ତ୍ତୃପକ୍ଷ

ଭୁବନେଶ୍ୱର : ବାର୍ଡ ଫ୍ଲୁକୁ ନେଇ ଏବେ ଚିନ୍ତାରେ ନନ୍ଦନକାନନ ପ୍ରାଣୀଉଦ୍ୟାନର କର୍ତ୍ତୃପକ୍ଷ । ରାଜଧାନୀରେ ବ୍ୟାପୁଥିବା ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ପାଦଚଲା ବିହଙ୍ଗ ସାରଣୀକୁକର୍ତ୍ତୃପକ୍ଷ ବନ୍ଦ ରଖିଛନ୍ତି । ଜନ୍ତୁ ରକ୍ଷକଙ୍କ ଠାରୁ ଆରମ୍ଭ କରି ଖାଦ୍ୟ ନେଇ ଆସୁଥିବା ଯାନ ଗୁଡିକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯାଉଛି । ଯାହାକୁ ନେଇ ବାର୍ଡ ଫ୍ଲୁ ପ୍ରତି କୌଣସି ଭୟଭୀତ ନ ହେବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା…

ଭୁବନେଶ୍ୱର : ବାର୍ଡ ଫ୍ଲୁକୁ ନେଇ ଏବେ ଚିନ୍ତାରେ ନନ୍ଦନକାନନ ପ୍ରାଣୀଉଦ୍ୟାନର କର୍ତ୍ତୃପକ୍ଷ । ରାଜଧାନୀରେ ବ୍ୟାପୁଥିବା ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ପାଦଚଲା ବିହଙ୍ଗ ସାରଣୀକୁକର୍ତ୍ତୃପକ୍ଷ ବନ୍ଦ ରଖିଛନ୍ତି । ଜନ୍ତୁ ରକ୍ଷକଙ୍କ ଠାରୁ ଆରମ୍ଭ କରି ଖାଦ୍ୟ ନେଇ ଆସୁଥିବା ଯାନ ଗୁଡିକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯାଉଛି । ଯାହାକୁ ନେଇ ବାର୍ଡ ଫ୍ଲୁ ପ୍ରତି କୌଣସି ଭୟଭୀତ ନ ହେବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ପୂର୍ବରୁ ରାଜଧାନୀ ଦିଲ୍ଲୀ ଚିଡ଼ିଆଖାନାରେ ଦୁଇଟି ସାରସ ପକ୍ଷୀଙ୍କ ମୁତ୍ୟୁ ପରେ ଚିଡ଼ିଆଖାନାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ସାରସ ପକ୍ଷୀଙ୍କ ରକ୍ତ ନମୁନାରୁ ଏଚ୧ଏନ୧ ଭାଇରସ୍ ଥିବା ଜଣା ପଡିଥିଲା ।

Leave a Reply

Your email address will not be published. Required fields are marked *