Blog

ନୂଆପଡ଼ା ଉପନିର୍ବାଚନ: ଆଜି ପ୍ରକାଶିତ ହେବ ଭୋଟର ଚିଠା ତାଲିକା

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଆଜି ପ୍ରକାଶିତ ହେବ ଭୋଟର ଚିଠା ତାଲିକା । ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ସମୟସୀମା ରହିଛି । ଅକ୍ଟୋବର ୭ ତାରିଖରେ ସରିବ ଦାବି ଓ ଆପତ୍ତି ନିଷ୍ପତ୍ତି । ଅକ୍ଟୋବର ୯ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା । ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ…

ଏସିଆ କପରେ ଭାରତର ଦମଦାର ବିଜୟ, ପଡିଆରେ ପହଲଗାମର ପ୍ରତିଶୋଧ ନେଲା ଦଳ

ନୂଆଦିଲ୍ଲୀ: ଏସିଆ କପରେ ଭାରତର ଦମଦାର ବିଜୟ । ପରକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ । ୧୨୮ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୩ ଓ୍ବିକେଟ ହରାଇ ୧୩୧ ରନ୍ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୧, ଶୁବମନ ଗିଲ୍ ୧୦, ତିଲକ ବର୍ମା ୩୧ ରନ୍ କରି ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ୪୭ ରନ୍ ଏବଂ ଏସ ଦୁବେ…

ଆସୁଛନ୍ତି ମା’: ଯୋନି ପୀଠ କାମାକ୍ଷା ମନ୍ଦିର

ଆସାମ୍: ମା’ କାମାକ୍ଷା ଦେବୀ ମନ୍ଦିର ସମଗ୍ର ଭାରତରେ ବେଶ ପ୍ରସିଦ୍ଧ । ଏହି ମନ୍ଦିର ୫୨ ଶକ୍ତିପୀଠ ମଧ୍ୟରୁ ଗୋଟିଏ । ଭାରତର ଲୋକମାନେ ଏହାକୁ ଅଘୋରୀ ଏବଂ ତାନ୍ତ୍ରିକଙ୍କର ଗଡ଼ ବୋଲି ବିବେଚନା କରାଯାଏ । ଭାରତ ଆସାମ ରାଜ୍ୟର ଗୌହାଟି ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ମାତା କାମାକ୍ଷା ଦେବୀଙ୍କର ଏହି ପ୍ରସିଦ୍ଧ ଶକ୍ତିପୀଠ ରହିଛି । ଆସାମ୍, ଗୌହାଟୀର ନୀଳାଚଳ ପର୍ବତ ଉପରେ…

ଆସୁଛନ୍ତି ମା’: ଶକ୍ତିପିଠ ଦେବୀ ବିମଳାଙ୍କ ମନ୍ଦିର

ଭୁବନେଶ୍ଵର: କୁହନ୍ତି ‘ଶକ୍ତି’ ବିନା ‘ଶିବ’ ହେଉଛି ‘ଶବ’। ଅର୍ଥାତ ବ୍ରହ୍ମାଣ୍ଡରେ ଉଭୟ ତତ୍ତ୍ୱର ସମାନ ମହତ୍ତ୍ଵ ଓ ଆବଶ୍ୟକତା ରହିଛି। ଶକ୍ତି ତତ୍ତ୍ୱକୁ ସବୁବେଳେ ନାରୀ ଶକ୍ତି ବା ମାତୃଶକ୍ତି ସହ ଯୋଡା ଯାଇଛି। ଯେମିତି ମା’ ସବୁବେଳେ ତା’ ସନ୍ତାନମାନଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାଏ, ସବୁ ସଙ୍କଟରୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥାଏ, ସେମିତି ଶକ୍ତି ତତ୍ତ୍ୱ ବା ମାତୃଶକ୍ତି ମଧ୍ୟ ଏ ସ°ସାରକୁ ଘଣ୍ଟ…

ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା , ଆସନ୍ତା ୧୫ରୁ ଏସଏସଆର

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସଏସଆର) କାର୍ଯ୍ୟକାରୀ କରାଯିବ। ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏ ନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ନିର୍ଦେଶନାବା ଜାରି ହୋଇଛି ! ତେବେ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ SSR । ଉପନିର୍ବାଚନ ପାଇଁ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି…

ହସ୍ପିଟାଲରୁ ଆସିଲା ବଡ ଖବର, ସଙ୍ଗୀତକାର ଅଭିଜିତ ମଜୁମଦାର…

ଭୁବନେଶ୍ଵର: ଓଡିଶାର ଅଗଣିତ ଦର୍ଶକଙ୍କ ପାଇଁ ଆସିଲା ବଡ ଖବର । ବଡ ସୂଚନା ଦେଲେ ଏମ୍ସ କତ୍ତୃପକ୍ଷ । ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁନି ସୁଧାର । ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଲେ ଏମ୍‌ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ । କ୍ରିଟିକାଲ୍ ଭେଣ୍ଟିଲେଟର ସହଯୋଗରେ ଅଛନ୍ତି ଅଭିଜିତ ମଜୁମଦାର । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚିକିତ୍ସା ଚାଲିଛି, ଉନ୍ନତି ଆସିନି । ସୂଚନାଯୋଗ୍ୟ, ଲିଭର ଜନିତ…

ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି: ମୋଦି

ନୂଆଦିଲ୍ଲୀ: ମଣିପୁର ଚୁରାଚନ୍ଦପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ମଣିପୁରର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି । ପ୍ରବଳ ବର୍ଷା ସତ୍ତ୍ୱେ ଆପଣମାନେ ଏଠାକୁ ଆସିଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମଣିପୁର ନାମରେ ‘ମଣି’ ଶବ୍ଦ ରହିଛି । ‘ମଣି’ ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଉଜ୍ଜ୍ୱଳ କରିବାର ପ୍ରତୀକ । ସରକାର ମଣିପୁରକୁ ବିକାଶର…

ଏଇ ମାସରେ ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ!, ଓଡ଼ିଶା ଆସିବେ ମୋଦି

ଭୁବନେଶ୍ଵର: ବୋର୍ଡ ନିଗମ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ଼ ସୂଚନା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଏହି ମାସରେ ବହୁତ କିଛି ହେବାକୁ ଯାଉଛି ବୋଲି କହିଛନ୍ତୁ ପ୍ରଭାରୀ । ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି । ଯେତେବେଳେ ମୋଦି ଓଡିଶା ଗସ୍ତରେ ଆସନ୍ତି କିଛି ଦେଇକରି ଯାଇଥାନ୍ତି । ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ସବୁବେଳେ…

ଆନ୍ଦୋଳନରେ ବସିଛନ୍ତି ‘ଆମ ବସ୍‌’ ଡ୍ରାଇଭର, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ‘ଆମ ବସ୍‌’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ୪୨ ଦିନ ହେବ ଦରମା ମିଳି ନଥିବାରୁ ଡ୍ରାଇଭରଙ୍କ ଆନ୍ଦୋଳନ । ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ଅଟକିଛି ୪୩ଟି ବସ୍‌ । ଓଭର ଡ୍ୟୁଟି ଚାପ, ESI ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ଅଭିଯୋଗ । ସାମାଜିକ ସୁରକ୍ଷା ବିନା ଗାଡ଼ି ଚଳାଉଛନ୍ତି ଆମ ବସ ଚାଳକମାନେ । ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନାହାଁନ୍ତି…

ଖୁସି ଖବର, ପିଏମ୍‌ କିଷାନ KYC ଅପଡେଟ୍ ଅବଧି ବୃଦ୍ଧି କଲେ ସରକାର

ଭୁବନେଶ୍ଵର: ପିଏମ୍‌ କିଷାନ KYC ଅପଡେଟ୍ ଅବଧି ବୃଦ୍ଧି କଲେ ସରକାର । KYC ଅପଡେଟ୍ ଅବଧି ଆଉ ୬ ମାସ ବୃଦ୍ଧି କଲେ ରାଜ୍ୟ ସରକାର । ସିଏମ୍‌ କିଷାନ ହିତାଧିକାରୀ ପିଏମ୍‌ କିଷାନ KYC ଅପଡେଟ୍ କରିପାରିବେ । ସିଏମ୍‌ କିଷାନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ସାମିଲ୍ ଅଛନ୍ତି । ସେହିପରି ପିଏମ୍‌ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ୍ ଅଛନ୍ତି…