ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି
କାଠମାଣ୍ଡୁ: ଜଳୁଛି ନେପାଳ, ଥମୁନି ହିଂସାକାଣ୍ଡ । ଆହୁରି ଉଗ୍ର ହେଉଛି ସରକାର ବିରୋଧୀ ଆନ୍ଦୋଳନ । ବିକ୍ଷୋଭକାରୀମାନେ ନେପାଳ ସଂସଦରେ ନିଆଁ ଲଗାଇଦେଛନ୍ତି । ଏଥିସହ ନେପାଳ କମ୍ୟୁନିଷ୍ଟ ପାର୍ଟି ମୁଖ୍ୟ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ)ଙ୍କ ଘର ମଧ୍ୟ ଜାଳିଦେଇଛନ୍ତି । ହିଂସାକାଣ୍ଡ ବେଳକୁ ବେଳ ବ୍ୟାପୁଥିବା ବେଳେ ଶେଷରେ ପରିସ୍ଥିତି ଆଗରେ ମୁଣ୍ଡ ନୁଆଁଇ ପଦ ଛାଡିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ଦୁର୍ନୀତି ଅଭିଯୋଗରେ…
