Blog

ମଜବୁତ୍ ହେଉଛି ଭାରତ-ଚୀନ୍ ସମ୍ପର୍କ, ଚିନ୍ତାରେ ଆମେରିକା

ନୂଆଦିଲ୍ଲୀ : ଚୀନର ତିଆନଜିନ୍ ସହରରେ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସାଂଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀ ସମୟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୬ ବର୍ଷ ପରେ ଧାନମନ୍ତ୍ରୀ ମୋଦି ଚୀନ ଗସ୍ତ କରିଛନ୍ତି । ଆମେରିକା ସହିତ ଶୁଳ୍କ ଯୁଦ୍ଧ ପରେ, ଭାରତ…

ବାର୍ଡ ଫ୍ଲୁ ଆତଙ୍କ, ସତର୍କ ନନ୍ଦନକାନନ କର୍ତ୍ତୃପକ୍ଷ

ଭୁବନେଶ୍ୱର : ବାର୍ଡ ଫ୍ଲୁକୁ ନେଇ ଏବେ ଚିନ୍ତାରେ ନନ୍ଦନକାନନ ପ୍ରାଣୀଉଦ୍ୟାନର କର୍ତ୍ତୃପକ୍ଷ । ରାଜଧାନୀରେ ବ୍ୟାପୁଥିବା ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ପାଦଚଲା ବିହଙ୍ଗ ସାରଣୀକୁକର୍ତ୍ତୃପକ୍ଷ ବନ୍ଦ ରଖିଛନ୍ତି । ଜନ୍ତୁ ରକ୍ଷକଙ୍କ ଠାରୁ ଆରମ୍ଭ କରି ଖାଦ୍ୟ ନେଇ ଆସୁଥିବା ଯାନ ଗୁଡିକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯାଉଛି । ଯାହାକୁ ନେଇ ବାର୍ଡ ଫ୍ଲୁ ପ୍ରତି କୌଣସି ଭୟଭୀତ ନ ହେବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା…

ଯେଉଁଠି ରହିଛି ଏକ କୋଟିରୁ ଏକ କମ୍ ଦେବାଦେବୀଙ୍କ ମୂର୍ତ୍ତି

ଭୂବନେଶ୍ଵର: ହିନ୍ଦୁ ଧର୍ମ ଗ୍ରନ୍ଥରେ ୩୩ କୋଟି ଦେବଦେବୀ ଙ୍କ ବ୍ୟାଖ୍ୟା ରହିଛି, ସେଥିପାଇଁ ଭାରତ ବର୍ଷରେ ଅନେକ ମନ୍ଦିର ରହିଛି l ତା ସହିତ ଏଭଳି କିଛି ରହସ୍ୟମୟ ମନ୍ଦିର ରହିଛି , ଯାହାର ଆଜି ପର୍ଯ୍ୟନ୍ତ କୌଣସି ସତ୍ୟାସତ୍ୟ ବାହାରି ନାହିଁ l ସେହି ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଉନାକୋଟି ମନ୍ଦିର, ଯାହା ତ୍ରିପୁରା ର ରାଜଧାନୀ ଅଗରତାଲା ନିକଟରୁ ୧୪୫ କିଲୋମିଟର ଦୂରରେ ଅବସ୍ଥିତ…

ଓଡ଼ିଶା ଆସିବେ ରାହୁଲ, କଂଗ୍ରେସ ଶିବିରରେ ଉତ୍ସାହ

ଭୁବନେଶ୍ଵର: ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି । ଏ ନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି । ରୋଡ ସୋ’, ପଦଯାତ୍ରା, ସଭା କାର୍ଯ୍ୟକ୍ରମ ରହିଛି । ଭୋଟ ଚୋରି, ନାରୀ ନିର୍ଯାତନା, ଓଡ଼ିଶା କାହିଁକି ଗରିବ ପ୍ରସଙ୍ଗ ଉଠାଇବେ ବୋଲି ପିସିସି ସଭାପତି କହିଛନ୍ତି । ଶେଷଥର ପାଇଁ ଗତ ଜୁଲାଇ ୧୧ ତାରିଖରେ…

ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା

ଭୁବନେଶ୍ଵର: ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା । OMR ସିଟ୍‌ ଜରିଆରେ ହେବ ଲିଖିତ ପରୀକ୍ଷା । SI ରାଙ୍କ୍‌ର ସମସ୍ତ CPSE-୨୦୨୪ ପରୀକ୍ଷା ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେପ୍ଟେମ୍ବର ୨୦ ପରଠୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ । odishapolice.gov.inରୁ…

ଅନନ୍ୟ ପରମ୍ପରା, ମହାଲକ୍ଷ୍ମୀ ପାଳନ୍ତି ‘କୁକ୍କୁଟୀ ବ୍ରତ’

ପୁରୀ: ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳପକ୍ଷ ସପ୍ତମୀ ବା ଲଳିତା ସପ୍ତମୀ ତିଥିରେ ‘କୁକ୍କୁଟୀ ବ୍ରତ’ ପାଳିତ ହୁଏ। ଆଜ୍ଞାମାଳ ପାଇ ଶ୍ରୀଦେବୀ ଏହି ବ୍ରତ କରିଥାଆନ୍ତି। ଆଜ୍ଞାମାଳ ପାଇବା ପରେ ସଂପୃକ୍ତ ମହାଜନ ସେବକ ତାଙ୍କୁ ପାଲିଙ୍କିରେ ବିଜେ କରାଇ ମହାଲକ୍ଷ୍ମୀଙ୍କ ମନ୍ଦିରର ବାହାର ମଣ୍ଡପଠାରେ ଖଟଶେଯରେ ବିଜେ କରାନ୍ତି। ସେଠାରେ ତାଙ୍କର ମାଜଣା, ବନକଲାଗି ଓ ବେଶ ହୁଏ । ପୂଜାପଣ୍ଡା ସେବକ ‘କୁକ୍କୁଟୀ ବ୍ରତ କଥା’ ପାଠ…

ଇତିହାସ ରଚିଲେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା, ଓସ୍କାର ଦୌଡରେ ସାମିଲ ହେଲା ‘ପାପା ବୁକା’ ଫିଲ୍ମ

ଭୁବନେଶ୍ଵର: ଓଡ଼ିଶା ଓ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଗୌରବ ଆଣିଲେ ଓଲିଉଡ ଲୋକପ୍ରିୟ ନିର୍ମାତା ଅକ୍ଷୟ ପରିଜା । ଓସ୍କାର ଦୌଡ଼ରେ ସାମିଲ ହୋଇଛି ଅକ୍ଷୟ ପରିଜାଙ୍କ ‘ପାପା ବୁକା’ । ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ‘ପାପା ବୁକା’ ଜରିଆରେ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି, ପାପୁଆ ନ୍ୟୁ ଗିନି ସହ ଭାରତର ପ୍ରଥମ ସହ-ପ୍ରଡକ୍ସନ ଫିଚର ଫିଲ୍ମ, ଯାହା ୨୦୨୬ ଓସ୍କାର ଏକାଡେମୀ ପୁରସ୍କାରର ଶ୍ରେଷ୍ଠ…

ପୁଣି ଅସ୍ତବ୍ୟସ୍ତ କରିବ ବର୍ଷା, ଆସୁଛି ଦୁଇ ଦୁଇଟି ଲଘୁଚାପ

ଭୁବନେଶ୍ଵର: ଆସନ୍ତା କାଲିଠୁ ପୁଣି ବଢିବ ବର୍ଷା ପରିମାଣ । ଆଜି ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ, ଉତ୍ତର ଓ ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଆଜି ପାଇଁ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ନୟାଗଡ, ଖୋର୍ଦ୍ଧା, ପୁରୀ,…

ଦେଶର ଅର୍ଥନୀତିରେ ଜୋରଦାର୍ ପ୍ରଦର୍ଶନ; GDPରେ ଅଭିବୃଦ୍ଧି

ନୂଆଦିଲ୍ଲୀ: ଆମେରିକାର ଟାରିଫ ଝଟକା ମଧ୍ୟରେ ଦେଶର ଅର୍ଥନୀତି ପାଇଁ ଗୋଟିଏ ଭଲ ଖବର ଆସିଛି। ଆଶା ଠାରୁ ଦେଶର ଅର୍ଥନୀତିକ ଅଭିବୃଦ୍ଧି ଅଧିକ ହୋଇଛି। ପ୍ରଥମ ତ୍ରୈମାସିକରେ ମୋଟ୍ ଘରୋଇ ଉତ୍ପାଦ (GDP) ଅଭିବୃଦ୍ଧି ୭.୮% । ପରିସଂଖ୍ୟାନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ତଥ୍ୟ । ଗତବର୍ଷ ପ୍ରଥମ ତ୍ରୈମାସିକରେ GDP ଗ୍ରୋଥ୍ ରେଟ୍ ୬.୫% ଥିଲା । ପ୍ରଥମ କ୍ବାର୍ଟରେର ୬.୫-୭% ଅଭିବୃଦ୍ଧି ଆକଳନ କରାଯାଇଥିଲା ।…

ସପ୍ଟେମ୍ବର ୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୂବନେଶ୍ଵର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍‌-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରି…