ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ କୁକୁର ଗଣନା ଆରମ୍ଭ କରିବ BMC
ଭୁବନେଶ୍ଵର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ କୁକୁର ଗଣନା ଆରମ୍ଭ କରିବ BMC । ଭୋର ସମୟରେ କୁକୁର ଗଣନା କରାଯିବ । ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି । ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ ବୋଲି କହିଛନ୍ତି ବିଏମସି କମିସନର ଚଞ୍ଚଳ ରାଣା । କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ । ଏହାର ସବୁ ତଥ୍ୟ ବିଏମସି ପାଖରେ…
