ଲାସଲୋ କ୍ରାଷ୍ଣାହୋରକାଇଙ୍କୁ ସାହିତ୍ୟରେ ନୋବେଲ ୨୦୨୫
ନୂଆଦିଲ୍ଲୀ: ଘୋଷଣା ହେଲା ସାହିତ୍ୟ ପାଇଁ ନୋବେଲ ପୁରସ୍କାର । ଚଳିତ ବର୍ଷ ପାଇଁ ଲାସଲୋ କ୍ରାଷ୍ଣାହୋରକାଇଙ୍କୁ ସାହିତ୍ୟରେ ନୋବେଲ । ହଙ୍ଗେରୀର ଗୃହଯୁଦ୍ଧ, ଆତଙ୍କବାଦ ଓ କ୍ଷମତା ଲଢେଇ ମଧ୍ୟରେ ଜାରି ରଖିଥିଲେ ସାହିତ୍ୟ । ସାମଗ୍ରିକ ଅବଦାନ ପାଇଁ ହଙ୍ଗେରିଆନ ଲେଖକଙ୍କୁ ନୋବେଲ ପୁରସ୍କାର । ଏକାଧିକ ସିନେମା ଓ ମ୍ୟୁଜିକରେ କାମ କରିଛନ୍ତି ଲାସଲୋ । ପୁରସ୍କାର ଘୋଷଣା କରି ସ୍ବିଡିସ ଏକାଡେମୀ କହିଛି ଯେ…
