ବଢ଼ିଲା ସୁନା ଏବଂ ରୁପା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଭୁବନେଶ୍ଵର: ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନା ଦର। ଆଜି ସୁନା ଦର ୧ ଲକ୍ଷ୍ୟ ୧୨ ହଜାର ପାର କରିଛି । ତେଣୁ ଲୋକେ ମଧ୍ୟ ଚିନ୍ତାରେ । କେବେ ଆଉ କମିବ ସୁନା ଦର ତାକୁ ନେଇ ଚିନ୍ତାରେ । ଏବେ ହିଁ ହେଉଛି ସୁନା କିଣିବା ପାଇଁ ବେଷ୍ଟ ସମୟ । ଆଗକୁ ଏ ଦର ଆହୁରି ବଢିବ । ବିଶ୍ବ ବଜାରରେ ଅସ୍ଥିରତା ପରେ…

ସିଜିମାଳି ବକ୍ସାଇଟ୍ ଖଣି ମାମଲା, ବେଦାନ୍ତର ପ୍ରସ୍ତାବକୁ ସ୍ଥଗିତ ରଖିଲା କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଓଡ଼ିଶାର ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ୭୦୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମିକୁ ସିଜିମାଳି ବକ୍ସାଇଟ୍ ଖଣି ପାଇଁ ବ୍ୟବହାର କରିବା ନେଇ ବେଦାନ୍ତର ପ୍ରସ୍ତାବ ଉପକୁ ସ୍ଥଗିତ ରଖିଛି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ । ସମ୍ପ୍ରଦାୟ ସମ୍ମତି, କ୍ଷତିପୂରଣ ବନୀକରଣ ଏବଂ ପରିବେଶଗତ ବିପଦ ଉପରେ ସମାଧାନ ହୋଇନଥିବା ନେଇ ସରକାରୀ ରେକର୍ଡରୁ ଜଣାପଡିଛି। ଅଗଷ୍ଟ ୨୫ ତାରିଖରେ ବନ ପରାମର୍ଶଦାତା କମିଟିର ବୈଠକରେ ନିଆଯାଇଥିବା ନିଷ୍ଡତ୍ତି…

ମଜବୁତ୍ ହେଉଛି ଭାରତ-ଚୀନ୍ ସମ୍ପର୍କ, ଚିନ୍ତାରେ ଆମେରିକା

ନୂଆଦିଲ୍ଲୀ : ଚୀନର ତିଆନଜିନ୍ ସହରରେ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସାଂଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀ ସମୟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୬ ବର୍ଷ ପରେ ଧାନମନ୍ତ୍ରୀ ମୋଦି ଚୀନ ଗସ୍ତ କରିଛନ୍ତି । ଆମେରିକା ସହିତ ଶୁଳ୍କ ଯୁଦ୍ଧ ପରେ, ଭାରତ…

ଦେଶର ଅର୍ଥନୀତିରେ ଜୋରଦାର୍ ପ୍ରଦର୍ଶନ; GDPରେ ଅଭିବୃଦ୍ଧି

ନୂଆଦିଲ୍ଲୀ: ଆମେରିକାର ଟାରିଫ ଝଟକା ମଧ୍ୟରେ ଦେଶର ଅର୍ଥନୀତି ପାଇଁ ଗୋଟିଏ ଭଲ ଖବର ଆସିଛି। ଆଶା ଠାରୁ ଦେଶର ଅର୍ଥନୀତିକ ଅଭିବୃଦ୍ଧି ଅଧିକ ହୋଇଛି। ପ୍ରଥମ ତ୍ରୈମାସିକରେ ମୋଟ୍ ଘରୋଇ ଉତ୍ପାଦ (GDP) ଅଭିବୃଦ୍ଧି ୭.୮% । ପରିସଂଖ୍ୟାନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ତଥ୍ୟ । ଗତବର୍ଷ ପ୍ରଥମ ତ୍ରୈମାସିକରେ GDP ଗ୍ରୋଥ୍ ରେଟ୍ ୬.୫% ଥିଲା । ପ୍ରଥମ କ୍ବାର୍ଟରେର ୬.୫-୭% ଅଭିବୃଦ୍ଧି ଆକଳନ କରାଯାଇଥିଲା ।…