ଆକାଶ ଛୁଆଁ ସୁନା ଦର, ବେହୋସ୍ କରୁଛି ରୁପା

ଭୁବନେଶ୍ଵର: ଆଜି ସକାଳୁ ସୁନା ରେଟ ପୁଣି ଉପରେ କାରବାର କରୁଛି । ସୁନା ଦରରେ ଆଜି ସାମାନ୍ୟ ବୃଦ୍ଧି ଘଟିଛି । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୨୮,୮୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…

GST ହ୍ରାସ, କମିବ ଏହି ସମସ୍ତ ଜିନିଷର ଦର

ନୂଆଦିଲ୍ଲୀ: GST କାଉନସିଲ୍ ବୈଠକରେ ବଡ଼ ନିଷ୍ପତ୍ତି । ଏବେ ସାରାଦେଶରେ କେବଳ ୫ ଓ ୧୮ ପ୍ରତିଶତ ସ୍ଲାବ୍ ଲାଗୁ ହେବ । ଏବେ GSTରେ କେବଳ ଦୁଇଟି ସ୍ଲାବ୍ ରହିବ। ୧୨ ଓ ୨୮ ପ୍ରତିଶତ ସ୍ଲାବ୍ ବନ୍ଦ କଲେ କେନ୍ଦ୍ର ସରକାର। ଆସନ୍ତା ୨୨ ତାରିଖରୁ ଲାଗୁ ହେବ ନୂଆ ସ୍ଲାବ୍। ସୌଖୀନ ଓ ତମାଖୁ ଜାତ ସାମଗ୍ରୀ ଉପରେ ୪୦% ସ୍ଲାବ୍ । ଏବେ…