ହସ୍ପିଟାଲରୁ ଆସିଲା ବଡ ଖବର, ସଙ୍ଗୀତକାର ଅଭିଜିତ ମଜୁମଦାର…
ଭୁବନେଶ୍ଵର: ଓଡିଶାର ଅଗଣିତ ଦର୍ଶକଙ୍କ ପାଇଁ ଆସିଲା ବଡ ଖବର । ବଡ ସୂଚନା ଦେଲେ ଏମ୍ସ କତ୍ତୃପକ୍ଷ । ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁନି ସୁଧାର । ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଲେ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ । କ୍ରିଟିକାଲ୍ ଭେଣ୍ଟିଲେଟର ସହଯୋଗରେ ଅଛନ୍ତି ଅଭିଜିତ ମଜୁମଦାର । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚିକିତ୍ସା ଚାଲିଛି, ଉନ୍ନତି ଆସିନି । ସୂଚନାଯୋଗ୍ୟ, ଲିଭର ଜନିତ…
