ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ । ଐତିହାସିକ ଗାଜା ଶାନ୍ତି ଚୁକ୍ତି ସ୍ବାକ୍ଷର ଅବସରରେ ଭୂରି ଭୂରି ପ୍ରଶଂସା କଲେ ଟ୍ରମ୍ପ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସାମ୍ନାରେ ମୋଦିଙ୍କ ପ୍ରଶଂସା । ଭାରତ ଏକ ମହାନ ଦେଶ ଯେଉଁଠି ମୋର ଜଣେ ବହୁତ ଭଲ ବନ୍ଧୁ ଶୀର୍ଷରେ । ମୋଦି ଏକ ଚମତ୍କାର କାମ କରିଛନ୍ତି ବୋଲି କହିଲେ ଟ୍ରମ୍ପ୍‌ ।…

ଅର୍ଥନୀତି ବିଜ୍ଞାନରେ ୩ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତି ବିଜ୍ଞାନରେ ୩ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର । ଜୋଏଲ ମୋକିର, ଫିଲିପ ଅଘିଓନ, ପିଟର ହୋୱିଟଙ୍କୁ ନୋବେଲ୍‌ । ଅର୍ଥନୈତିକ ଅଭିବୃଦ୍ଧି ବ୍ୟାଖ୍ୟା ପାଇଁ ଜୋଏଲ ମୋକିରଙ୍କୁ ନୋବେଲ୍‌ । ସୃଜନଶୀଳତାରେ ନିରନ୍ତର ଅଭିବୃଦ୍ଧିର ତତ୍ତ୍ୱ ପାଇଁ ଫିଲିପ, ପିଟରଙ୍କୁ ନୋବେଲ୍‌ । ନୋବେଲ୍ କମିଟି ଉଲ୍ଲେଖ କରିଛି ଯେ ଏହି ଅର୍ଥନୀତିଜ୍ଞମାନେ ପ୍ରଦର୍ଶନ କରିଛନ୍ତି ଯେ କିପରି ନବସୃଜନ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପଥ…

ଯୁଦ୍ଧରେ ଲାଗିଲା ବିରାମ, ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହେଲା ବୋଲି କହିଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଗାଜାରେ ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହେଲା କହିଲେ ଡୋନାଲ୍ଡ ଟ୍ରମ୍ପ । ମଧ୍ୟପ୍ରାଚ୍ୟ ଦେଶ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ଘୋଷଣା । ଇଜିପ୍ଟରେ ଟ୍ରମ୍ପଙ୍କ ଉପସ୍ଥିତିରେ ହେବ ଗାଜା ଶାନ୍ତି ଚୁକ୍ତି । ଶାନ୍ତି ଚୁକ୍ତି ସମ୍ମିଳନୀରେ ଭାରତ ସମେତ ୨୦ଟି ଦେଶର ନେତା ଯୋଗଦେବେ । ଚୁକ୍ତି ଅନୁସାରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ । ଇଜିପ୍ଟ ଗସ୍ତ ପୂର୍ବରୁ ପ୍ରଥମେ ଇସ୍ରାଏଲ ଯିବେ…

ଆମେରିକା ରାଷ୍ଟ୍ରପତିଙ୍କ ଟାରିଫ୍ ବୋମା, ଘାଇଲା ହେଲା ଚାଇନା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଆଉ ଏକ ଟାରିଫ୍ ବୋମା ପକାଇଛନ୍ତି । କିନ୍ତୁ ଏଥର ତାଙ୍କ ବୋମାର ଶିକାର ଭାରତ ନୁହେଁ ବରଂ ତାଙ୍କର ଦୀର୍ଘକାଳୀନ ପ୍ରତିଦ୍ୱନ୍ଦ୍ୱୀ ଚୀନ ହୋଇଛି । ଆମେରିକା ରାଷ୍ଟ୍ରପତି ଚୀନ୍ ସାମଗ୍ରୀ ଉପରେ ୧୦୦% ଅତିରିକ୍ତ ଟାରିଫ୍ ଘୋଷଣା କରିଛନ୍ତି । ଯାହା ଆମେରିକା ବଜାରରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏହା ଫଳରେ କ୍ରିପ୍ଟୋ ବଜାର ବି ଦୋହଲି…

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଶକ୍ତ ଝଟ୍‌କା, ମିଳିଲାନି ନୋବେଲ

ନୂଆଦିଲ୍ଲୀ: ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏଲାର ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ନୋବେଲ୍ । ଏକଛତ୍ରବାଦରୁ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ମାରିଆଙ୍କୁ ନୋବେଲ୍ । ସେପଟେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଲାଗିଛି ଶକ୍ତ ଝଟ୍‌କା । ଟ୍ରମ୍ପଙ୍କୁ ମିଳିଲାନି ନୋବେଲ । ସୂଚନାନୁଯାୟୀ, ଏକଛତ୍ରବାଦରେ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଭେନୁଜୁଏଲାର ମାରିଆଙ୍କ…

ଲାସଲୋ କ୍ରାଷ୍ଣାହୋରକାଇଙ୍କୁ ସାହିତ୍ୟରେ ନୋବେଲ ୨୦୨୫

ନୂଆଦିଲ୍ଲୀ: ଘୋଷଣା ହେଲା ସାହିତ୍ୟ ପାଇଁ ନୋବେଲ ପୁରସ୍କାର । ଚଳିତ ବର୍ଷ ପାଇଁ ଲାସଲୋ କ୍ରାଷ୍ଣାହୋରକାଇଙ୍କୁ ସାହିତ୍ୟରେ ନୋବେଲ । ହଙ୍ଗେରୀର ଗୃହଯୁଦ୍ଧ, ଆତଙ୍କବାଦ ଓ କ୍ଷମତା ଲଢେଇ ମଧ୍ୟରେ ଜାରି ରଖିଥିଲେ ସାହିତ୍ୟ । ସାମଗ୍ରିକ ଅବଦାନ ପାଇଁ ହଙ୍ଗେରିଆନ ଲେଖକଙ୍କୁ ନୋବେଲ ପୁରସ୍କାର । ଏକାଧିକ ସିନେମା ଓ ମ୍ୟୁଜିକରେ କାମ କରିଛନ୍ତି ଲାସଲୋ । ପୁରସ୍କାର ଘୋଷଣା କରି ସ୍ବିଡିସ ଏକାଡେମୀ କହିଛି ଯେ…

୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍‌ରେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ମେଡିସିନ୍ ପାଇଁ ସମ୍ମାନଜନକ ନୋବେଲ୍ ପୁରସ୍କାର ଘୋଷଣା । ୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍‌ରେ ନୋବେଲ୍ ପୁରସ୍କାର । ମ୍ୟାରି ଇ. ବ୍ରୋନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍, ସିମୋନ ଶାକାଗୁଚିଙ୍କୁ ନୋବେଲ୍ । ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧିଜନିତ ମେଡିସିନ୍ ଗବେଷଣା ପାଇଁ ନୋବେଲ୍ । ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନସେସ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପେରିଫେରାଲ ଇମ୍ୟୁନ ଟଲରେନ୍ସ (ଶରୀରର ବାହାର…

ଖୋଲିଲା ଟ୍ରମ୍ପଙ୍କ ମୁଖା, ସତ କହିଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ । ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ଦାବିର ଅସଲ କଥା କହିଲା ପାକିସ୍ତାନ । ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ମାନି ନଥିଲା । ଇଶାକ ଡାର୍ ‘ଯୁଦ୍ଧବିରତି ନେଇ ପ୍ରସ୍ତାବ ଦେଇଥିଲା ଆମେରିକା, କିନ୍ତୁ ଭାରତ ମାନି ନଥିଲା ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ । ଭାରତ କୌଣସି ବି ତୃତୀୟ ପକ୍ଷର…

ଭାଙ୍ଗିଲା ସଂସଦ, ମାର୍ଚ୍ଚ ୫ରେ ନେପାଳ ନିର୍ବାଚନ

କାଠମାଣ୍ଡୁ: ହିଂସାଗ୍ରସ୍ତ ନେପାଳର ରାଜଧାନୀ କାଠମାଣ୍ଡୁରେ ସ୍ଥିତି ଧିରେ ଧିରେ ସୁଧୁରୁଥିବା ବେଳେ ଦେଶବ୍ୟାପୀ ତୀବ୍ର ଉତ୍ତେଜନା ଜାରି ରହିଛି। ନେତାମାନେ ଭୟରେ ଆତ୍ମଗୋପନ କରିଥିବା ବେଳେ ସରକାରୀ ଅଧିକାରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆଉ ଏହାରି ଭିତରେ ଭାଙ୍ଗିଛି ନେପାଲ ସଂସଦ । ନେପାଲ ସଂସଦ ଭାଙ୍ଗିଛନ୍ତି ରାଷ୍ଟ୍ରପତି । ଏଥିସହ ପରବର୍ତ୍ତୀ ସାଧାରଣ ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଆସନ୍ତା ୨୦୨୬ ମାର୍ଚ୍ଚ…

ରାହୁଲଙ୍କ ନାରାରେ ହଟିଲେ ନେପାଳ ସରକାର

ନୂଆଦିଲ୍ଲୀ: କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ରାହୁଲଙ୍କ ନାରା । “ଭୋଟ ଚୋର, ଗଦ୍ଦୀ ଛୋଡ଼’ ନାରାର ନକଲ ହେଲା, “କେପି ଚୋର, ଗଦ୍ଦୀ ଛଡ୍‌!” । ଦେଶରେ ପୂରା ସରକାର ଭାଙ୍ଗି ପଡ଼ିଥିବା ବେଳେ ଏବେ ସେଠାରେ କିଛିଟା ,ସ୍ୱାଭାବିକ ସ୍ଥିତି ଦେଖା ଦେଇଛି । ବର୍ତ୍ତମାନ ନେପାଳୁ ସମ୍ଭାଳୁଛି ସେନା । ହେଲେ ଏହାରି ଭିତରେ ଅନ୍ଦୋଳନକାରୀଙ୍କ ନାରାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା…