ଠକେଇ ଅଭିଯୋଗରେ ଗିରଫ ହେଲେ ବିଜେଡି ନେତା ଦିଲ୍ଲୀପ ନାୟକ

ଭୁବନେଶ୍ଵର: ଗିରଫ ହେଲେ ବିଜେଡି ନେତା ଦିଲ୍ଲୀପ ନାୟକ । କଟକ ରାଣୀହାଟର ବିଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ୧୨.୪୨ କୋଟି ଟଙ୍କାରୁ ଅଧିକ ଠକେଇ ଏବଂ ଜାଲିଆତି ଅଭିଯୋଗରେ ବିଜେଡ଼ି ନେତା ଦିଲ୍ଲୀପ କୁମାର ନାୟକଙ୍କ ବାସସ୍ଥାନରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା ଗତକାଲି ଚଢ଼ଉ କରିଥିଲା । ଭୁବନେଶ୍ବର ପାଣ୍ଡରାରେ ଏକ ଜମି ପାଇଁ ବିଜୟ…

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଖୁବଶୀଘ୍ର ପ୍ରସ୍ତୁତ ହେବ ଗାଇଡ୍‌ଲାଇନ୍‌

ଭୁବନେଶ୍ଵର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଗାଇଡ୍‌ଲାଇନ୍‌ । ବିଧାନସଭାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଭକ୍ତଙ୍କ ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ପରିଚାଳନା କମିଟି ଅନୁମୋଦନ କରିଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ କମିଟି ପାଇଁ ପରିଚାଳନା କମିଟି କହିଛି । ଏ ନେଇ ସବ କମିଟି ସେବକ ନିଯୋଗଙ୍କ ସହ…

ଚାଲି ପାରୁନି ଗୃହ କାର୍ଯ୍ୟ, ସୋମବାର ଯାଏଁ ମୁଲତବି

ଭୁବନେଶ୍ଵର: ବିଧାନସଭାରେ ସାର ତାତି। ସାର ସମସ୍ୟା ନେଇ ଆଲୋଚନା ଦାବିରେ ଗୃହରେ ବିଜେଡିର ପ୍ରତିବାଦ । ଗୃହର ମଧ୍ୟ ଭାଗରେ ବିଜେଡିର ପ୍ରତିବାଦ । ସୋମବାର ଯାଏଁ ଗୃହ ମୁଲତବି । ଅଧିବେଶନ ଆରମ୍ଭରେ ଦିବଂଗତ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକ ପ୍ରସ୍ତାବ ଆଗତ…

ପରଲୋକରେ ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କି

ବୀରମିତ୍ରପୁର: ଆରପାରିରେ ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ପରଲୋକ । ଗତ କିଛି ମାସ ଧରି ଅସୁସ୍ଥ ଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଜର୍ଜ ତିର୍କି । ପ୍ରାୟ ୩ ମାସ ହେବ ଅସୁସ୍ଥ ଥିଲେ ଜର୍ଜ ତିର୍କି । ଗୁରୁବାର ଅପରାହ୍ନରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ…

ଏଥର ଭିଜିବ ଦଶହରା, ଆସୁଛି ତିନି ତନୋଟି ଲଘୁଚାପ

ଭୁବନେଶ୍ଵର: ବର୍ଷାରେ ଭିଜିବ ଦଶହରା । ଆସନ୍ତା ସେପ୍ଟେମ୍ବର ୨୬ ତାରିଖରେ ପୁଣି ରାଜ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ପାର୍ବଣ ଋତୁ ବର୍ଷାରେ ଭିଜିପାରେ ବୋଲି ଅନୁମାନ କରାଯାଉଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବର ୨୩, ୨୬ ଓ ୩୦ରେ ପଛକୁ ପଛ ତିନିଟି ଲଘୁଚାପ ସୃଷ୍ଟି ହୋଇପାରେ । ୨୬ ତାରିଖରୁ ବଦଳିବ ପାଗ । ୨୯ ଯାଏଁ ସାରା…

କିଲର୍‌ ଦୀପକ ରାଉତଙ୍କ ନାଁରେ ନୂଆ ମାମଲା ଦାୟର, ଅଭିଯୋଗ କଲେ ଅପର୍ଣ୍ଣାଙ୍କ ଭଉଣୀ

ଆଠଗଡ଼: ଧିରେ ଧିରେ ଖୋଲୁଛି ପ୍ରଥମ ପତ୍ନୀଙ୍କ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ଦୀପକ ରାଉତ ବିରୋଧରେ ଲାଗିଲା ହତ୍ୟା ମାମଲା । ଖୁଣ୍ଟୁଣି ଥାନା ପୋଲିସ ଦୀପକ ରାଉତ ବିରୋଧରେ ହତ୍ୟା ଦଫା ଲଗାଇଛି । ୪୯୮ ଏ, ୩୦୨, ୨୦୧, ୩୪ ଆଇପିସି ଭଳି ସଙ୍ଗୀନ ଦଫା ଲାଗିଛି ଦୀପକ ବିରୋଧରେ । ପ୍ରଥମ ପତ୍ନୀ ମୃତ ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନ ରାଉତ କଟକ ଖୁଣ୍ଟୁଣି ଥାନା ଯାଇ…

ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର୍ ମହିଳା ମାଓବାଦୀ ମୃତ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର୍ ମହିଳା ମାଓବାଦୀ ମୃତ । ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାର ଗୁଫଡ଼ି ଜଙ୍ଗଲରେ ନିହତ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସମଗ୍ରୀ ଜବତ । ମୃତ ମହିଳା ମାଓବାଦୀଙ୍କ ନାଁରେ ଥିଲା ୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ସୁକମା ପୋଲିସ ଖବର ପାଇ ଗାଦିରାସ ଥାନା ଅନ୍ତର୍ଗତ…

ମଲରେ ପାର୍କିଂ ଫି’ ଆଦାୟ, BMCର ଆଭିମୁଖ୍ୟ ଅସ୍ପଷ୍ଟ

ଭୁବନେଶ୍ଵର: ମଲ୍‌ରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ BMCର ଆଭିମୁଖ୍ୟ ଅସ୍ପଷ୍ଟ । ଏହା ନିୟମ ନା ନିୟମ ନୁହେଁ କହି ହେବ ନାହିଁ କହିଲେ BMC କମିଶନର । ଏଯାଏଁ କୌଣସି ନିଷ୍ପତ୍ତି ନେଇନୁ, ଆଗକୁ ଆଲୋଚନା ପରେ ନିଷ୍ପତି ନେବୁ । ପାର୍କିଂ ବାବଦକୁ ଟଙ୍କା ନିଆଯିବା ଘଟଣା ବିଷୟରେ ଅବଗତ ଅଛୁ । ଏହାକୁ ନେଇ ଅନେକ ବିବାଦୀୟ ନିୟମ, କୋର୍ଟଙ୍କ ରାୟ ରହିଛି…

କିଲର କନଷ୍ଟେବଲ୍ ଦୀପକ ରାଉତ ନିଲମ୍ବିତ, ବାପା ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ଵର: କନଷ୍ଟେବଳ ଶୁଭମିତ୍ରା ମୃତ୍ୟୁ ଘଟଣାରେ ଗୋଟେ ପରେ ଗୋଟେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ସେପଟେ ଶୁଭମିତ୍ରାଙ୍କ ହତ୍ୟାକାରୀ ଦୀପକର ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁକୁ ନେଇ ବଢ଼ିପାରେ ଦୀପକଙ୍କ ଅଡୁଆ । ଦୀପକଙ୍କୁ ନେଇ କଟକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିଛି । କମିଶନରେଟ୍ ପୋଲିସ ସହ ଯୋଗାଯୋଗରେ ଅଛୁ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି, ଦୀପକ ଉପରେ…

ଆରମ୍ଭ ହେଲା ବୁଲାକୁକୁର ଗଣନା, ୨୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ

ଭୁବନେଶ୍ଵର: ଭୁବନେଶ୍ବରରେ ଆରମ୍ଭ ହେଲା ବୁଲାକୁକୁର ଗଣନା । ବିଏମ୍‌ସି ପକ୍ଷରୁ ଭୋର୍ ୫ଟାରୁ ଗଣତି ଆରମ୍ଭ । ୬୭ଟି ୱାର୍ଡରେ ଗଣନା ଚାଲିଥିବା ବେଳେ ୪୧୦ ଜଣ ଏଥିରେ ନିୟୋଜିତ ଅଛନ୍ତି । ଆଜିଠୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ, ୨୨ରୁ ୨୫ ଯାଏଁ ୨ୟ ପର୍ଯ୍ୟାୟରେ ଗଣନା କାର୍ଯ୍ୟ ହେବ । ପ୍ରତ୍ୟେକ ଗଳିକନ୍ଦିରେ ଦୁଇ ଦୁଇଟି ପର୍ଯ୍ୟାୟରେ ଏବଂ ବୈଜ୍ଞାନିକ ପଦ୍ଧତିରେ ବୁଲା କୁକୁର ଗଣନା…