ଫେବୃଆରୀରେ ଯୁକ୍ତ ଦୁଇ ପରୀକ୍ଷା, ଜାଣନ୍ତୁ କେବେ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ଵର: ଆସନ୍ତା ଫେବ୍ରୁଆରୀ ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ । ତେବେ ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ରୁ ୩୧ ଭିତରେ ହେବ । ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରୀ ୧୦ରୁ…

ଆକାଶ ଛୁଆଁ ସୁନା ଦର, ବେହୋସ୍ କରୁଛି ରୁପା

ଭୁବନେଶ୍ଵର: ଆଜି ସକାଳୁ ସୁନା ରେଟ ପୁଣି ଉପରେ କାରବାର କରୁଛି । ସୁନା ଦରରେ ଆଜି ସାମାନ୍ୟ ବୃଦ୍ଧି ଘଟିଛି । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୨୮,୮୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…

ସମୟ ଆସିଲେ ୨୦ ହଜାର ସମର୍ଥକଙ୍କୁ ଦିଲ୍ଲୀ ନେଇ କଂଗ୍ରେସରେ ମିଶିବି: ନାଣ୍ଡୁ ଧଳ

ଭୁବନେଶ୍ଵର: ପିସିସି ସଭାପତି ଭକ୍ତ ଦାସଙ୍କୁ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ଧଳଙ୍କ କାଉଣ୍ଟର । ଭକ୍ତ ଓ ତାଙ୍କ ପୁଅଙ୍କ ନାଁରେ ୬ରୁ ଊର୍ଦ୍ଧ୍ବ ମାମଲା ରହିଛି । ଲାଞ୍ଚ, ହତ୍ୟା ଧମକ, ଟଙ୍କା ହେରଫେର୍ ଭଳି ସଙ୍ଗୀନ ଅଭିଯୋଗ ରହିଛି । ଯଦି ରାଜନୀତିରେ ଏସବୁ ଧରାଯାଏ ତେବେ କଂଗ୍ରେସରେ କେହି ରହିବେନି ବୋଲି କହିଛନ୍ତି ନାଣ୍ଡୁ ଧଳ । ମୋ ନାଁରେ ତାଙ୍କ ଭଳି ବଡ଼…

ଶ୍ରୀମୟୀ ଓ ଜୟଙ୍କୁ ସମାଲୋଚନା, କହିଲେ ମିଳିବନି ଅନୁକମ୍ପା ଭୋଟ

ସମସ୍ତଙ୍କ ସହମତିରେ ହୋଇଛି ପ୍ରାର୍ଥୀ । ରାଜୁ ଭାଇ ଢୋଲକିଆଙ୍କ ସହିତ ଲୋକଙ୍କ ଇମୋସନ ଅଛି । କିନ୍ତୁ ଜୟ ଢୋଲକିଆଙ୍କୁ ଅନୁକମ୍ପା ଭୋଟ ମିଳିବନି . ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । ମୁଁ ଓଡ଼ିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ, ବାହାରିଆ ନୁହେଁ । ମୁଁ ପ୍ରାର୍ଥୀ ବାଛିବା କମିଟିରେ ଥିଲି, ସମସ୍ତଙ୍କ ସହମତିରେ ମତେ ପ୍ରାର୍ଥୀ…

ଏଥର ନୂଆପଡ଼ାରେ ବିଜେପିର ଏକପାଖିଆ ବିଜୟ ହେବ ମୁଖ୍ୟମନ୍ତ୍ରୀ

ନୂଆପଡା: ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ନୂଆପଡ଼ା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି । ଏବେଠାରୁ ନୂଆପଡ଼ାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ । ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ ରଖୁ ନ ଥିଲେ । ମାତ୍ର ମୁଁ ଏହା…

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା। ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଛତିଶଗଡ଼ CM ବିଷ୍ଣୁଦେବ ସାଏ । ସଭାପତି ମନମୋହନ ସାମଲ, ୩ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର, ଜୁଏଲ, ଅଶ୍ବିନୀ ବୈଷ୍ଣବ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ୨ ପ୍ରଭାରି ମଧ୍ୟ ସାମିଲ। ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା ଷ୍ଟାର ପ୍ରଚାରକ । ଏହା…

ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପ୍ରାର୍ଥିନୀ

ନୂଆପଡ଼ା: ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପ୍ରାର୍ଥିନୀ । ନୂଆପଡା ଉପନିର୍ବାଚନ ପାଇଁ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସ୍ନେହାଙ୍ଗିନୀ ଛୁରିଆ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି ସ୍ନେହାଙ୍ଗିନୀ । ଅତାବିରାରୁ ୨ ଥର ବିଧାୟିକା ହୋଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ପୂର୍ବରୁ ନୂଆପଡ଼ା ଉପନିର୍ବାଚନ ପାଇଁ ମନୋଜ ମିଶ୍ରଙ୍କ ନାମ ଚର୍ଚ୍ଚାରେ ରହିଥିଲା…

ଝିଅକୁ ଡାକ୍ତର କରିବା ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଛି: ପୀଡିତାଙ୍କ ବାପା

ଦୁର୍ଗାପୁର: ଦୁର୍ଗାପୁର ଗଣଦୁଷ୍କର୍ମ ମାମଲାକୁ ନେଇ ପଶ୍ଚିମବଙ୍ଗ ସହ ଓଡିଶାରେ ହଇଚଇ ସୃଷ୍ଟି ହୋଇଛି । ହସ୍ପିଟାଲରେ ପୀଡିତାଙ୍କ ଚିକିତ୍ସା ଚାଲିଥିବା ବେଳେ ପୀଡିତାଙ୍କ ପିତାଙ୍କ ଏକ ହୃଦୟ ବିଦାରକ ବୟାନ ଏବେ ସାମ୍ନାକୁ ଆସିଛି । ପୀଡ଼ିତା ଓଡ଼ିଆ ଛାତ୍ରୀଙ୍କ ବାପା କହିଛନ୍ତି, ଝିଅକୁ ଡାକ୍ତର କରିବା ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଛି । ସମସ୍ତ ଦୋଷୀ କଠୋର ଦଣ୍ଡ ପାଇବା ଦରକାର । CBI ତଦନ୍ତ ଦାବି…

ଖୁସି ଖବର: ରାସନ କାର୍ଡ ହିତାଧିକାରୀଙ୍କ ମୁଣ୍ଡ ପିଛା ବଢ଼ିପାରେ ଚାଉଳ

ଭୁବନେଶ୍ଵର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମୁଣ୍ଡ ପିଛା ବଢ଼ିପାରେ ଚାଉଳ । ଏଭଳି ସଙ୍କେତ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏଣିକି ମୁଣ୍ଡପିଛା ଆଉ ୫ କେଜି ନୁହେଁ ବରଂ ମିଳିବ ୧୦ କେଜି ଚାଉଳ । ଏନେଇ ଯୋଗାଣ ବିଭାଗ ଚିନ୍ତା କରୁଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏନେଇ ଖୁବଶୀଘ୍ର ଫାଇଲ୍ ପଠାଯିବ ଆଉ ମୁଖ୍ୟମନ୍ତ୍ରୀ…

ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌

ବ୍ରହ୍ମପୁର: ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ । ଗତକାଲିର ଗଣ୍ଡଗୋଳ ପରେ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ । MKCG କଲେଜ କାଉନସିଲ୍‌ ବୈଠକ ପରେ ଡିନ୍‌ଙ୍କ ଘୋଷଣା । ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାରୁ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ । ନିଷ୍ପତ୍ତି ବିରୋଧରେ ଟେଲି ମେଡିସିନ୍ ସେଣ୍ଟର ବାହାରେ ଛାତ୍ରଛାତ୍ରୀଙ୍କ ଧାରଣା । ବ୍ରହ୍ମପୁର MKCG ମେଡିକାଲ କଲେଜରେ ଚାଲିଥିବା…