ବାର୍ଡ ଫ୍ଲୁ ଆତଙ୍କ, ସତର୍କ ନନ୍ଦନକାନନ କର୍ତ୍ତୃପକ୍ଷ
ଭୁବନେଶ୍ୱର : ବାର୍ଡ ଫ୍ଲୁକୁ ନେଇ ଏବେ ଚିନ୍ତାରେ ନନ୍ଦନକାନନ ପ୍ରାଣୀଉଦ୍ୟାନର କର୍ତ୍ତୃପକ୍ଷ । ରାଜଧାନୀରେ ବ୍ୟାପୁଥିବା ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ପାଦଚଲା ବିହଙ୍ଗ ସାରଣୀକୁକର୍ତ୍ତୃପକ୍ଷ ବନ୍ଦ ରଖିଛନ୍ତି । ଜନ୍ତୁ ରକ୍ଷକଙ୍କ ଠାରୁ ଆରମ୍ଭ କରି ଖାଦ୍ୟ ନେଇ ଆସୁଥିବା ଯାନ ଗୁଡିକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯାଉଛି । ଯାହାକୁ ନେଇ ବାର୍ଡ ଫ୍ଲୁ ପ୍ରତି କୌଣସି ଭୟଭୀତ ନ ହେବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା…
