ବିଜେଡିକୁ ଲାଗିଲା ଶକ୍ତ ଝଟ୍‌କା; ବିଜେପିରେ ମିଶିଲେ ଜୟ ଢୋଲକିଆ

ନୂଆପଡ଼ା: ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି । ବିଜେଡିକୁ ଲାଗିଛି ଶକ୍ତ ଝଟକା । ବିଜେପିରେ ମିଶିଛନ୍ତି ଜୟ ଢୋଲକିଆ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସ୍ବର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ନେଇ ସମ୍ଭାବନା । ନୂଆପଡ଼ାର…

ଦାୟିତ୍ବମୁକ୍ତ ହେବେ ୩ IAS ଅଧିକାରୀ, ଯିବେ କେନ୍ଦ୍ରୀୟ ଡେପୁଟେସନ

ଭୁବନେଶ୍ଵର: କେନ୍ଦ୍ରୀୟ ଡେପୁଟେସନ ପାଇଁ ଦାୟିତ୍ବମୁକ୍ତ ହେବେ ୩ IAS ଅଧିକାରୀ । ଆସନ୍ତା ୧୩ ତାରିଖରେ ଦାୟିତ୍ବମୁକ୍ତ ହେବେ ୩ IAS ଅଧିକାରୀ । ଶାଳିନୀ ପଣ୍ଡିତ, ସମର୍ଥ ବର୍ମା, ସ୍ବଧା ଦେବ ସିଂ ହେବେ ଦାୟିତ୍ବମୁକ୍ତ । ଅର୍ଥ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ବ ନେବେ ଶାଳିନୀ ପଣ୍ଡିତ । ସମର୍ଥ ବର୍ମା ବନ୍ଦର ଓ ଜଳପଥ ଭାବେ ନେବେ ଦାୟିତ୍ବ ସେହିପରି ସ୍ବଧା ଦେବ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଚଞ୍ଚଳ ରାଣାଙ୍କୁ ଗୁରୁ ଦାୟିତ୍ଵ

ଭୂବନେଶ୍ଵର: ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ । ଏନ୍‌. ଥିରୁମାଲା ନାଏକ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ । ମାନସୀ ନିମ୍ଭାଲ ଉଠା ଜଳସେଚନ ନିଗମ ଏମ୍‌ଡି ଭାବେ ନିଯୁକ୍ତ । ସେହିପରି ସୁରେନ୍ଦ୍ର କୁମାର ମୀନା ହେଲେ ST/SC ବିକାଶ ବିଭାଗର ଅତିରିକ୍ତ ସଚିବ ଏବଂ ଶୁଭଶ୍ରୀ ନନ୍ଦ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ । ଅନ୍ୟପଟେ, ବିଏମ୍‌ସି କମିଶନର…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରାୟ ୫୦ ଜଣଙ୍କୁ ଜେରା

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରାୟ ୫୦ ଜଣଙ୍କୁ ଜେରା । ଅଦ୍ୟାବିଧି ୫୦ ଜଣଙ୍କୁ ଜେରା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି । ସନ୍ଦେହରେ ୫ରୁ ୬ ଜଣଙ୍କୁ ପଚରାଉଚରା କରୁଛୁ । ଏଥିସହ ପ୍ରତ୍ୟକ୍ଷଦର୍ଶୀ, ସହକର୍ମୀଙ୍କୁ ମିଶାଇ ଏଯାବତ୍ ୫୦ ଜଣଙ୍କୁ ଜେରା କରାଯାଉଛି ବୋଲି କହିଛନ୍ତି ବ୍ରହ୍ମପୁର ଏସପି । ସେ ଆହୁରି କହିଛନ୍ତି, ଗୁଳିକୁ ବାଲିଷ୍ଟିକ ଏକ୍ସପର୍ଟଙ୍କ ନିକଟକୁ…

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ମହାକାଳପଡ଼ା ତହସିଲଦାର

କେନ୍ଦ୍ରାପଡା: ଗିରଫ ହେଲେ ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତହସିଲଦାରଙ୍କ ଆୟ ଠାରୁ ୧୯୦% ସମ୍ପତ୍ତି ଅଧିକ ଥିବା ନେଇ ସୂଚନା ମିଳିଛି । ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ୪ କୋଠା, ୭ ପ୍ଲଟ୍‌, ୧୮ ଲକ୍ଷ ଜମା, ନଗଦ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିଲା…

ପ୍ରଶାସନିକ ଅଧିକାରୀ ମନଇଚ୍ଛା ନିଷ୍ପତ୍ତି ନେଇଥିଲେ : ମେୟର

କଟକ: କଟକ ବାଲିଯାତ୍ରାକୁ ନେଇ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି ମେୟର । ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି କଟକ ମେୟର ସୁବାସ ସିଂ । ଜିଲ୍ଲା ପ୍ରଶାସନ କଟକ ସହରବାସୀଙ୍କୁ ବିଭ୍ରାନ୍ତ କରିଥିଲେ । ହାଇକୋର୍ଟ ଆଳରେ ଭୁଆଁ ବୁଲାଇଥିଲେ ପ୍ରଶାସନ । ହାଇକୋର୍ଟଙ୍କ କାଲିର ନିଷ୍ପତ୍ତି ଏହା ସ୍ପଷ୍ଟ କରିଛି । ଉପର ପଡ଼ିଆରେ ବାଲିଯାତ୍ରା ହେବନି ବୋଲି କିଏ । ପ୍ରଶାସନିକ ଅଧିକାରୀ ମନଇଚ୍ଛା…

ଆଲୋକର ପର୍ବ ଦୀପାବଳିକୁ ନେଇ ଦ୍ଵନ୍ଦ, କେବେ କରିବେ ପାଳନ

ଭୁବନେଶ୍ଵର: ଆଲୋକର ପର୍ବ ଦୀପାବଳି ପୁରପଲ୍ଲୀ, ସହର ବଜାର ସବୁଠାରେ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ହେଲେ ଏହାର ବିଭିନ୍ନ ଶାସ୍ତ୍ରୀୟ କିମ୍ବଦନ୍ତୀ ରହିଛି। ପୌରାଣିକ ମତାନୁଯାୟୀ, ଏହିଦିନ ଭଗବାନ୍‌ ବିଷ୍ଣୁ ହିରଣ୍ୟକଶିପୁଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଆଉ କେତେକ ମତ ଦିଅନ୍ତି, ଉକ୍ତ ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ…

ହୋଟେଲ୍ ମାଲିକଙ୍କୁ ହତ୍ୟା ଉଦ୍ୟମ ଘଟଣା, ଏକତରଫା ପ୍ରେମ ପାଇଁ ହତ୍ୟା

ଟିଟିଲାଗଡ଼: ହୋଟେଲ୍ ମାଲିକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲ ହତ୍ୟା ପାଇଁ ୫ ଲକ୍ଷ ସୁପାରି ଦେଇଥିଲା । ୫ ଲକ୍ଷ ସୁପାରି ଦେଇଥିବା ନେଇ ସୂଚନା ଦେଲେ ବଲାଙ୍ଗିର ଏସ୍‌ପି । ୫ ଲକ୍ଷ ସୁପାରି ନେଇଥିବା ଭକ୍ତବନ୍ଧୁ ସର୍ଖେଲ, ନରେଶ ବେହେରା ମଧ୍ୟ ଗିରଫ । ଅଙ୍କୁର ଏକ ତରଫା ଭାବେ ହୋଟେଲ ମାଲିକଙ୍କ ପତ୍ନୀଙ୍କୁ ଭଲ ପାଉଥିଲା ।…

କ୍ରାଇମବ୍ରାଞ୍ଚ ରେଡ୍ ପରେ ମୁହଁ ଖୋଲିଲେ ବାଣିକ ମୁଖ୍ୟ, କହିଲେ…

ଭୁବନେଶ୍ଵର: ‘ବାଣିକ’ ନାଁରେ ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟ ସୁବ୍ରତ ଛାଟୋଇ । ‘ବାଣିକ୍‌’ର ପୋଲିସ SI ପରୀକ୍ଷା ଘୋଟାଲରେ ସମ୍ପୃକ୍ତି ନାହିଁ ବୋଲି କହିଲେ ସୁବ୍ରତ । ମୁଁ କିମ୍ବା ମୋର କୌଣସି ଷ୍ଟାଫ୍‌ ଏଥିରେ ସମ୍ପୃକ୍ତ ନାହାନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ବାଣିକ୍‌କୁ ଟାର୍ଗେଟ୍‌ କରାଯାଉଛି । ଯଦି ପ୍ରମାଣ ଅଛି ମୋତେ ବାନ୍ଧି କୋର୍ଟରେ ପ୍ରମାଣିତ କରନ୍ତୁ ବୋଲି କହିଛନ୍ତି ବାଣୀକ ମୁଖ୍ୟ ସୁବ୍ରତ…

ଭସାଣୀ ଗଣ୍ଡଗୋଳ ଘଟଣା: ଘର ଘର ବୁଲି ଯାଞ୍ଚ କରୁଛି ପୋଲିସ

କଟକ: କଟକ ଭସାଣୀ ଗଣ୍ଡଗୋଳ ଘଟଣାରେ ଡିସିପିଙ୍କ ତରଫରୁ ସହରବାସୀଙ୍କ ପାଇଁ ୨ଟି ମୋବାଇଲ୍‌ ନଂ ଜାରି କରାଯାଇଛି। ମୋବାଇଲ୍‌ ନଂ ୭୩୨୮୦୭୭୩୨୪ / ୮୪୮୦୫୧୩୦୦୭ ଜାରି ହୋଇଛି। ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ବାସ ନ କରିବାକୁ ପରାମର୍ଶ ଦିଆଯାଇଛି। କୌଣସି ସନ୍ଦେହଜନକ ବାର୍ତ୍ତା ପାଇଲେ ଦୁଇ ମୋବାଇଲ ନଂରେ ଜଣାଇବାକୁ କୁହାଯାଇଛି। ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ହାତୀପୋଖରୀ ଅଞ୍ଚଳରେ ପୋଲିସ…