ଜେଲରୁ ଚମ୍ପଟ ମାରିଲେ ଦୁଇ କଏଦୀ, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ
କଟକ: କଟକ ଚୌଦ୍ବାର ଜେଲ୍ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍ l ଜେଲ୍ର ସେଲ୍ କାଟି ଫେରାର୍ ହୋଇଯାଇଥିବା ସୂଚନା l ପାଣିକୋଇଲିରେ ପଣ୍ଡା ଆଳଙ୍କାର ଲୁଟ୍ ଘଟଣାରେ ଧରାପଡ଼ିଥିଲେ ଦୁଇ କଏଦୀ l ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ କରିଥିଲେ l ଲୁଟେରାଙ୍କ ଗୁଳିମାଡ଼ରେ ୨ଜଣଙ୍କର ଜୀବନ ଯାଇଥିଲା l ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ l ସୂଚନା ଅନୁଯାୟୀ,…
