ଋତୁସ୍ରାବ ବେଳେ ପେଟ ଯନ୍ତ୍ରଣାକୁ ନେଇ ଚିନ୍ତିତ କି, ଖାଆନ୍ତୁ ଏହି ଖାଦ୍ୟ…
ଭୁବନେଶ୍ଵର: ଋତୁସ୍ରାବ ସମୟରେ ମହିଳାଙ୍କ ପେଟ ଯନ୍ତ୍ରଣା ଅଧିକ ହୋଇଥାଏ । ଏହି ଯନ୍ତ୍ରଣା ବେଳେବେଳେ ଏତେ ଅଧିକ ବଢ଼ିଯାଏ ଯେ ଆପଣ ପ୍ରତିଦିନର କାମ ଠିକ୍ ଭାବେ କରିପାରନ୍ତି ନାହିଁ । ତେବେ ଏହି କଷ୍ଟକୁ ଦୂର କରିବା ପାଇଁ ମେଡିକାଲ ଷ୍ଟୋରରେ ଅନେକ ପ୍ରକାରର ଔଷଧ ଉପଲବ୍ଧ ଥାଏ । କିନ୍ତୁ ହେଲ୍ଥ ଏକ୍ସପର୍ଟମାନେ ଏହି ସମୟରେ ଔଷଧ ଖାଇବାକୁ ବାରଣ କରନ୍ତି । କିନ୍ତୁ ମହିଳାମାନେ…
