ଏକଲବ୍ୟ ପୁରସ୍କାର ୨୦୨୫: ବ୍ୟାଡମିଣ୍ଟନ ତାରକା ଶ୍ବେତପର୍ଣ୍ଣା ପଣ୍ଡାଙ୍କୁ ପୁରସ୍କାର
ଭୁବନେଶ୍ଵର: ୨୦୨୫ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ବ୍ୟାଡମିଣ୍ଟନ ତାରକା ଶ୍ବେତପର୍ଣ୍ଣା ପଣ୍ଡା। ଭାରୋତ୍ତୋଳକ ପ୍ରୀତିସ୍ମିତା ଭୋଇ, ଟେନିସ ଖେଳାଳି ଆହାନ ଉପବିଜେତା । ତେବ ବ୍ୟାଡ୍ମିଣ୍ଟନ ତାରକା ଶ୍ୱେତପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର । ୨୦୨୫ ବର୍ଷ ପାଇଁ ପୁରସ୍କାର ପାଇବେ ଅନ୍ତର୍ଜାତୀୟ ତାରକା ଶ୍ୱେତପର୍ଣ୍ଣା । ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ୭ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ଭାରୋତ୍ତୋଳକ ପ୍ରୀତିସ୍ମିତା ଭୋଇ,…
