ସିମଲାରେ ଭୂମିକମ୍ପ ଝଟକା

ସିମଲା, ୨୨/୧୦: ହିମାଚଳ ପ୍ରଦେଶର ରାଜଧାନୀ ସିମଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ର ଭୂମିରୁ ପାଞ୍ଚ କିଲୋମିଟର ତଳେ ଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨୦୮ ମାପ କରାଯାଇଥିଲା। ମଙ୍ଗଳବାର ରାତି ୧୨:୫୫ ସମୟରେ ୨.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ଭୂମିକମ୍ପ ରେ କିଛି କ୍ଷେତି ହେଇନାହିଁ। ହିମାଚଳ ପ୍ରଦେଶ ସହ ଲେହରେ ମଧ୍ୟ ଭୂମିକମ୍ପ ଅନୁଭୂତ…

ସିମଲା, ୨୨/୧୦: ହିମାଚଳ ପ୍ରଦେଶର ରାଜଧାନୀ ସିମଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ର ଭୂମିରୁ ପାଞ୍ଚ କିଲୋମିଟର ତଳେ ଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨୦୮ ମାପ କରାଯାଇଥିଲା। ମଙ୍ଗଳବାର ରାତି ୧୨:୫୫ ସମୟରେ ୨.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ଭୂମିକମ୍ପ ରେ କିଛି କ୍ଷେତି ହେଇନାହିଁ। ହିମାଚଳ ପ୍ରଦେଶ ସହ ଲେହରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ସିମଲା ତୁଳନାରେ ଟିକିଏ ଅଧିକ ଥିଲା, ଯାହାର ତୀବ୍ରତା ୩.୭ ଥିଲା।

Leave a Reply

Your email address will not be published. Required fields are marked *