ହିମାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା; ୧୮ ଜଣଙ୍କ ମୃତ୍ୟୁ
ଶିମଲା: ହିମାଚଳ ପ୍ରଦେଶରେ ବଡ ଧରଣର ଭୂସ୍ଖଳନ । ରାସ୍ତାରେ ଯାଉଥିବା ବସ ଉପରେ ଖସିଲା ମାଟି ଅତଡ଼ା । ଭୂସ୍ଖଳନରେ ୧୮ଜଣ ବସ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ବାଲୁ ବ୍ରିଜ ନିକଟରେ ପ୍ରବଳ ବର୍ଷା ଯୋଗୁଁ ଅଚାନକ ଭୂସ୍ଖଳନ ହୋଇଥିଲା । ମରୋତ୍ତମରୁ ଘୁମାରିୱିନ ଯାଉଥିବା ବେସରକାରୀ ବସଟି ଭୂସ୍ଖଳନର ଶିକାର ହୋଇଛି । ସୂଚନା ଅନୁସାରେ, ବସ୍ରେ ପାଖାପାଖି ୩୫…
