ବାଜି ରାଉତଙ୍କ ସହିଦ ଦିବସ: ମନେ ପଡେ ସେହି କୁନି ବାଳକର କଥା
ନୂଆଦିଲ୍ଲୀ: ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଉଦ୍ଦେଶ୍ୟରେ ନିକଟରେ ଭବ୍ୟ ଏବଂ ଭାବ ବିହ୍ଵଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ବର୍ଗତଃ ରାଉତଙ୍କର ଅଠାଅଶୀ ତମ ଶହୀଦ ଦିବସ ଅବସରରେ ୱାର୍ଲଡ଼ ଓଡ଼ିଶା ସୋସାଇଟି ଏବଂ ଆର୍ଟ ଇଣ୍ଡିଆ ଫାଉଣ୍ଡେସନର ସହଯୋଗରେ ମାସିକ ଇଂରାଜୀ ପତ୍ରିକା ଉତ୍କଳ ଭାରତୀ ତରଫରୁ ଏକ ଆନ୍ତର୍ଜାତିକ ୱେବିନାର ଆୟୋଜିତ ହୋଇଯାଇଛି। ଏହି ଆଭାସୀ ବୈଠକରେ ଶତାଧିକ ବୁଦ୍ଧିଜୀବୀ,…
