ପ୍ରଜ୍ଞାନ ଓଝାଙ୍କୁ ନୂଆ ଦାୟିତ୍ଵ, ଭାରତୀୟ କ୍ରିକେଟ ଦଳର ସିଲେକ୍ସନ କମିଟିରେ ହେଲେ ସାମିଲ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସିଲେକ୍ସନ କମିଟିରେ ପ୍ରଜ୍ଞାନ ଓଝା। ସାଉଥ୍ ଜୋନରୁ ସାମିଲ ହେଲେ ପ୍ରଜ୍ଞାନ ଓଝା। ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା । ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଲେ । ନୂଆ ସଦସ୍ୟ ଭାବେ ଆର୍ପି ସିଂ ସାମିଲ, ସ୍ଥାନ ବଜାୟ…
