ବିହାର ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ବିହାର: ବିହାର ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଦ୍ବିତୀୟ ପର୍ଯ୍ୟାୟରେ ୧୨ ଜଣିଆ ତାଲିକା ଘୋଷଣା । ଅଲିନଗରରୁ ଲଢ଼ିବେ ସିଙ୍ଗର୍ ମୈଥିଲି ଠାକୁର । ବକ୍ସର ଆସନରୁ ଲଢ଼ିବେ ପୂର୍ବତନ IPS ଅଫିସର ଆନନ୍ଦ ମିଶ୍ରା । ଗତକାଲି ଏନଡିଏ ମେଣ୍ଟ ପକ୍ଷରୁ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ପ୍ରଥମ ପର୍ଯ୍ୟାୟରେ ବିଜେପି ୭୧ ଆସନ…

ବିଜେପିରେ ମିଶିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମୈଥିଲୀ ଠାକୁର

ପାଟନା: ବିଜେପିରେ ମିଶିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମୈଥିଲୀ ଠାକୁର । ବିହାରର ଲୋକପ୍ରିୟ ଗାୟିକା ମୈଥିଲୀ ଠାକୁର ବିଜେପିରେ ସାମିଲ । ବିହାର ବିଜେପି ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ମୈଥିଲୀ । ମୈଥିଲୀଙ୍କୁ ଅଲ୍ଲୀନଗର ଆସନ ପାଇଁ ଟିକେଟ୍ ଦେଇପାରେ ବିଜେପି । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ବିଜେପିରେ ନୂତନ ଚେହେରା ଯୋଗ ଦେବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଗତକାଲି ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ…

ବିହାର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ବିହାର: ବିହାର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ର୍ରାର୍ଥୀ ତାଲିକା ଜାରି କଲା ବିଜେପି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୭୧ ଜଣଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ସେଥିରେ ଅଛନ୍ତି ୯ ଜଣ ମହିଳା । ତାରାପୁରରୁ ଲଢ଼ିବେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ସେହିପରି ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଲଖୀସରାଇରୁ ଲଢ଼ିବେ । ବାଙ୍କିପୁରରୁ ମନ୍ତ୍ରୀ ନୀତିନ ନବୀନ ଓ ବେତିଆରୁ ରେଣୁ ଦେବୀ ପ୍ରାର୍ଥୀ । ଦାନାପୁରରୁ…