ଆଗତ ହେଲା CAG ରିପୋର୍ଟ, ସାମ୍ନାକୁ ଆସିଲା ସାଂଘାତିକ ତ୍ରୁଟି

ଭୁବନେଶ୍ଵର: ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର‌ ଷଷ୍ଠ ଦିନରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ଏହି ରିପୋର୍ଟ ଆଗତ କରିଛନ୍ତି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)କୁ ନେଇ CAGରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୨୦୧୮-୨୩ ମଧ୍ୟରେ ୧୧ଟି ନମୁନାଭୁକ୍ତ ITDA ପାଖରେ ଉପଲବ୍ଧ । ୧୭୦୯.୪୭ କୋଟିରୁ ଖର୍ଚ୍ଚ ହୋଇଛି ୧୧୯୦.୦୪ କୋଟି, ଯାହା କେବଳ ୭୦%…