ଗିରଫ ହେଲେ ପଞ୍ଜାବର କୁବେର ଡିଆଇଜି ହରଚରନ ସିଂ ଭୁଲାର
ଚଣ୍ଡିଗଡ: ଲାଞ୍ଚ ନେବା ଅଭିଯୋଗରେ ପଞ୍ଜାବ ଡିଆଇଜି ହରଚରନ ସିଂ ଭୁଲାର ଗିରଫ ହୋଇଛନ୍ତି । ହରଚରନ ସିଂ ଭୁଲାରଙ୍କୁ ଗିରଫ କରିଛି ସିବିଆଇ । ଡିଆଇଜିଙ୍କ ଘରେ ୨୧ ଘଣ୍ଟାର ମାରାଥନ ରେଡ୍ ପରେ ୭ କୋଟି ଟଙ୍କା ଜବତ କରାଯାଇଛି । ଦେଢ଼ କିଲୋ ସୁନା, ୨୨ଟି ଦାମୀ ଘଣ୍ଟା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଗତକାଲି ଏକ ମାମଲାକୁ ରଫାଦଫା…
