ପରଦାକୁ ଆସିବ ଶ୍ରୀଦେବୀଙ୍କ ୩୬ ବର୍ଷ ତଳ ଫିଲ୍ମର ରିମେକ୍, ମୁଖ୍ୟ ଭୂମିକାରେ ନଜର ଆସିବେ ତାଙ୍କ ଝିଅ!

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ତଥା ଷ୍ଟାର କିଡ୍ ଜାହ୍ନବୀ କପୁର ଆଜିକାଲି ତାଙ୍କର ସଦ୍ୟ ମୁକ୍ତିଲାଭ କରିଥିବା ଫିଲ୍ମ ‘ପରମ ସୁନ୍ଦରୀ’ ପାଇଁ ଏବେ ବେଶ୍ ଚର୍ଚ୍ଚାରେ । ଗତ ୨୯ ଅଗଷ୍ଟରେ ମୁକ୍ତିଲାଭ କରିଥିବା ଏହି ରୋମାଣ୍ଟିକ କମେଡି ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରିଛି । ଏହି ଫିଲ୍ମ ପରେ, ତାଙ୍କର ‘ସନି ସଂସ୍କାରୀ କି ତୁଳସୀ କୁମାରୀ’ ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ…