ପଡିବ ଚାରିଧାମ କପାଟ, ପୁଣି 6 ମାସକୁ ଅପେକ୍ଷା

ଡେରାଡୁନ: ଉତ୍ତରାଖଣ୍ଡ ସ୍ଥିତ ଚାରିଧାମ ଯାତ୍ରାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ସହିତ ଚାରିଧାମର ଦ୍ୱାର ବନ୍ଦ ହେବା ନେଇ ତାରିଖର ଘୋଷଣା କରାଯାଇଛି । ଚାରିଧାମ ଯାତ୍ରା ପାଇଁ ଆସନ୍ତା ଏପ୍ରିଲ 30, 2025ରେ ଉଭୟ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀର କପାଟ ଖୋଲାଯାଇଥିଲା l ଏହାପରେ ମେ 2, 2025ରେ ଆରମ୍ଭ ହୋଇଥିଲା କେଦାରନାଥ ଯାତ୍ରା l ଶେଷରେ…