ସମୟ ଆସିଲେ ୨୦ ହଜାର ସମର୍ଥକଙ୍କୁ ଦିଲ୍ଲୀ ନେଇ କଂଗ୍ରେସରେ ମିଶିବି: ନାଣ୍ଡୁ ଧଳ

ଭୁବନେଶ୍ଵର: ପିସିସି ସଭାପତି ଭକ୍ତ ଦାସଙ୍କୁ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ଧଳଙ୍କ କାଉଣ୍ଟର । ଭକ୍ତ ଓ ତାଙ୍କ ପୁଅଙ୍କ ନାଁରେ ୬ରୁ ଊର୍ଦ୍ଧ୍ବ ମାମଲା ରହିଛି । ଲାଞ୍ଚ, ହତ୍ୟା ଧମକ, ଟଙ୍କା ହେରଫେର୍ ଭଳି ସଙ୍ଗୀନ ଅଭିଯୋଗ ରହିଛି । ଯଦି ରାଜନୀତିରେ ଏସବୁ ଧରାଯାଏ ତେବେ କଂଗ୍ରେସରେ କେହି ରହିବେନି ବୋଲି କହିଛନ୍ତି ନାଣ୍ଡୁ ଧଳ । ମୋ ନାଁରେ ତାଙ୍କ ଭଳି ବଡ଼…

ବିଜେଡିକୁ ପ୍ରାର୍ଥୀ ମିଳୁ ନାହାନ୍ତି, ବାହାର ଦଳର ଆମଦାନୀ କରିବାକୁ ବସିଲେଣି : ତାର

ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ । ସେ କହିଛନ୍ତି ବିଜେପି ଓ ବିଜେଡି ବଡ଼ ବେପାରୀ ଦଳ । ଆମେ ଲୋକଙ୍କ ଦଳ। ଭକ୍ତ ଦାସ ଠିକ ସମୟରେ ଠିକ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ଆଦିବାସୀ । ସେଠି ଆଦିବାସୀଙ୍କୁ ଗୁରତ୍ବ ଦିଆଯାଇଛି । କାହା ସହିତ କଂଗ୍ରେସ କମ୍ପ୍ରମାଇଜ କରିବ ନାହିଁ । ତାରା ଆହୁରି କହିଛନ୍ତି, ଆଦିବାସୀମାନେ ବିକ୍ରି…

ଆରମ୍ଭ ହେଲା ନୂଆପଡା ଉପନିର୍ବାଚନ ପ୍ରକ୍ରିୟା, ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆପଡା: ଆଜିଠୁ ଆରମ୍ଭ ହେବ ନୂଆପଡା ଉପନିର୍ବାଚନ ପ୍ରକ୍ରିୟା । ନୂଆପଡା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ୨୦ ତାରିଖ ଯାଏ ନାମାଙ୍କନ ଭରିବେ ବିଭିନ୍ନ ଦଳର ପ୍ରାର୍ଥୀ । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ନଭେମ୍ବର ୧୧ରେ ଭୋଟଗ୍ରହଣ କରାଯିବାକୁ ଥିବା ବେଳେ ୧୪ନଭେମ୍ବରରେ ଆସିବ ଫଳାଫଳ। ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ୍ ୩୫୮ ଟି ବୁଥ୍ ଅଛି…

୩୫ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା କଂଗ୍ରେସ, ଘାସିରାମ ମାଝୀଙ୍କୁ ମିଳିଲା ନୂଆପଡ଼ା ଦାୟିତ୍ବ

ଭୂବନେଶ୍ଵର: ୩୫ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା କଂଗ୍ରେସ । ପିସିସି ସଭାପତିଙ୍କ ଅନୁମୋଦନ ପରେ ୩୫ ଜିଲ୍ଲା ସଭାପତିଙ୍କ ନିଯୁକ୍ତି । ଘାସିରାମ ମାଝୀଙ୍କୁ ମିଳିଲା ନୂଆପଡ଼ା ଜିଲ୍ଲାର ଦାୟିତ୍ବ । ପ୍ରକାଶ ଚନ୍ଦ୍ର ଜେନାଙ୍କୁ ଭୁବନେଶ୍ବର ଦାୟିତ୍ବ । ପ୍ରଦୀପ୍ତ କୁମାର ଦାସ କଟକ ଓ ଗିରିବାଳା ବେହେରା କଟକ ସିଟି ସଭାପତି । ଅନୁଗୁଳ ପାଇଁ ସୁନିଲ ପ୍ରଧାନଙ୍କୁ ଦାୟିତ୍ଵ ମିଳିଥିବା ବେଳେ ବାଲେଶ୍ଵର…

ନୂଆପଡ଼ା ଉପନିର୍ବାଚନ: ଘାସିରାମ ମାଝୀ ହେବେ କି କଂଗ୍ରେସ ପ୍ରାର୍ଥୀ !

ନୂଆପଡ଼ା: ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ପିସିସିର ଇସାରା । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ଭେଟରାନ କଂଗ୍ରେସ ନେତା ଘାସିରାମ ମାଝୀ । ଏନେଇ ପରୋକ୍ଷରେ ସଂକେତ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଗତ ନିର୍ବାଚନରେ ସ୍ୱାଧୀନ ଭାବେ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ । ଘାସିରାମ ବାବୁ ଏବେ କଂଗ୍ରେସର ଜିଲ୍ଲା ସଂଯୋଜକ ଅଛନ୍ତି । ଆମର…

ବଡ଼ ସଙ୍କେତ ଦେଲେ ଭୂପିନ୍ଦର, ବିଜେଡି ଛାଡ଼ି ହେବେ କି କଂଗ୍ରେସରେ ସାମିଲ!

ଭୁବନେଶ୍ଵର: ବିଜେଡି ଛାଡିବେ କି ଭୂପିନ୍ଦର । ହେଲେଣି କି କଂଗ୍ରେସ ମୁହାଁ । ବରିଷ୍ଠ ନେତାଙ୍କ ମୁହଁରେ କଂଗ୍ରେସର ପ୍ରଶଂସା । ବିଜେଡି ଛାଡ଼ିବା ନେଇ ବଡ ସଂକେତ ଦେଲେ ବରିଷ୍ଠ ନେତା ଭୂପିନ୍ଦର ସିଂ । କହିଲେ ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ । ମୋର ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଲୋକେ ମୋତେ କହୁଛନ୍ତି ଯେଉଁ ଚିହ୍ନରେ…

ଓଡ଼ିଶା ଆସିବେ ରାହୁଲ, କଂଗ୍ରେସ ଶିବିରରେ ଉତ୍ସାହ

ଭୁବନେଶ୍ଵର: ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି । ଏ ନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି । ରୋଡ ସୋ’, ପଦଯାତ୍ରା, ସଭା କାର୍ଯ୍ୟକ୍ରମ ରହିଛି । ଭୋଟ ଚୋରି, ନାରୀ ନିର୍ଯାତନା, ଓଡ଼ିଶା କାହିଁକି ଗରିବ ପ୍ରସଙ୍ଗ ଉଠାଇବେ ବୋଲି ପିସିସି ସଭାପତି କହିଛନ୍ତି । ଶେଷଥର ପାଇଁ ଗତ ଜୁଲାଇ ୧୧ ତାରିଖରେ…