ପୋଲିସ SI ପରୀକ୍ଷା ମହାଘୋଟାଲା; ଜାରି ହେଲା ଲୁକ୍ଆଉଟ୍ ସର୍କୁଲାର
ବ୍ରହ୍ମପୁର: ପୋଲିସ SI ପରୀକ୍ଷା ମହାଘୋଟାଲାରେ ଜାରି ହେଲା ଲୁକ୍ଆଉଟ୍ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି । ଲୁକ୍ ଆଉଟ୍ ସର୍କୁଲାର ଜାରି ହେବା ସହ ଆକାଉଣ୍ଟ ଫ୍ରିଜ୍ କଲା କ୍ରାଇମବ୍ରାଞ୍ଚ । ଏପରିକି ସର୍କୁଲାର ଜାରି ପରେ ଶଙ୍କର ପୃଷ୍ଟି, ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି କ୍ରାଇମବ୍ରାଞ୍ଚ। ଅନ୍ୟପକ୍ଷେ ୪ଟି ସ୍ପେଶାଲ ଟିମ୍ ଅଭିଯୁକ୍ତମାନଙ୍କୁ ଧରିବା…
