ଖୁସି ଖବର, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି
ଭୁବନେଶ୍ଵର: ଦଶହରାରେ ଖୁସି ଖବର । କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନ୍ସନଧାରୀଙ୍କ DA ୩% ବୃଦ୍ଧି । DA ଓ DR ୩% ବୃଦ୍ଧି ନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପିଛିଲା ଭାବେ ୧ ଜୁଲାଇ ୨୦୨୫ରୁ ଲାଗୁ ହେବ । ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୫ ଲକ୍ଷ ପେନ୍ସନଧାରୀ ଏଥିରେ ଉପକୃତ ହେବେ । ସରକାରଙ୍କୁ ୧୦ ହଜାର…
