ଦୀପାବଳି ପାଇଁ ଦୁଇ ଦିନ ସରକାରୀ ଛୁଟି

କଟକ, ୧୯/୧୦: ଚଳିତ ବର୍ଷ ଦୀପାବଳି କେଉଁ ଦିନ ପାଳନ କରାଯିବ ତାକୁ ନେଇ ଦ୍ୱନ୍ଦ୍ୱ ରହିଥିଲା ପ୍ରାୟତ ସମସ୍ତ କ୍ୟାଲେଣ୍ଡର ରେ ୨୦ରେ କାଳୀପୂଜା ଓ ୨୧ ରେ ଦୀପାବଳି ବୋଲି ଲେଖା ହେଇଥିଲା। ଛୁଟି କେଉଁ ଦିନ ହେବ ବେଶେଷ କରି ଓଡ଼ିଆ ଘରେ ଶ୍ରାଦ୍ଧ ଓ ବଡ଼ ବଡୁଆ ଡକାଯିବ କୁ ନେଇ ବିବାଦ ଦେଖାଦେଇଥିଲା ଏସବୁ ପରେ ମୁକ୍ତି ମଣ୍ଡପ ର ହସ୍ତକ୍ଷେପ କରି…

ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି

ଭୁବନେଶ୍ଵର: ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି । ରାଜସ୍ବ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିବା ନେଇ ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ସଂଶୋଧିତ ହୋଇଥିବା ପାଞ୍ଜି ଗୁଡିକରେ ଅକ୍ଟୋବର ୨୦ ତାରିଖ ସୋମବାର ବୋଲି…

ଦୀପାବଳି ୨୦୨୫: କରନ୍ତୁ ରାଶି ଅନୁସାରେ ଦାନ, ମିଳିବ ଶୁଭ ଫଳ

ଭୁବନେଶ୍ଵର: ପ୍ରତ୍ୟେକ ବର୍ଷ କାର୍ତ୍ତିକ କୃଷ୍ଣ ପକ୍ଷର ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ହର୍ଷ ଉଲ୍ଲାସରେ ପାଳନ କରାଯାଏ । ଚଳିତ ବର୍ଷ ୨୦ ଅକ୍ଟୋବର ୨୦୨୫, ସୋମବାର ଦିନ ଦୀପାବଳି ପର୍ବ ପାଳନ କରାଯିବ । ଏହି ଦିନରେ ମା’ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଦୀପାବଳି ଦିନ ପୂଜା-ପାଠ ଓ ଦାନ ଧର୍ମ କରିବା ଦ୍ୱାରା ବିଶେଷ…

ଆଲୋକର ପର୍ବ ଦୀପାବଳିକୁ ନେଇ ଦ୍ଵନ୍ଦ, କେବେ କରିବେ ପାଳନ

ଭୁବନେଶ୍ଵର: ଆଲୋକର ପର୍ବ ଦୀପାବଳି ପୁରପଲ୍ଲୀ, ସହର ବଜାର ସବୁଠାରେ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ହେଲେ ଏହାର ବିଭିନ୍ନ ଶାସ୍ତ୍ରୀୟ କିମ୍ବଦନ୍ତୀ ରହିଛି। ପୌରାଣିକ ମତାନୁଯାୟୀ, ଏହିଦିନ ଭଗବାନ୍‌ ବିଷ୍ଣୁ ହିରଣ୍ୟକଶିପୁଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଆଉ କେତେକ ମତ ଦିଅନ୍ତି, ଉକ୍ତ ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ…