ସେପ୍ଟେମ୍ବର ୧୯ରୁ ହବିଷ୍ୟାଳୀ ଅନଲାଇନ୍ ପଞ୍ଜିକରଣ
ପୁରୀ: ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ହବିଷ୍ୟାଳୀଙ୍କ ଅନଲାଇନ ପଞ୍ଜିକରଣ । ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । https/edistrict.odisha.gov.in ଅନଲାଇନ୍ ଲିଙ୍କ ରେ ଆବେଦନ କରିପାରିବେ । ପ୍ରାୟ ଅଢ଼େଇ ହଜାର ହବିଷିଆଳି ଙ୍କ ପାଇଁ ଏଥର ହୋଇଛି ବ୍ୟବସ୍ଥା । କେଉଁଠି ରହିବେ ଓ…
