IPS ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲା; ହରିୟାଣା ଡିଜିପିଙ୍କୁ ଛୁଟି
ହରିୟାଣା: IPS ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲାରେ ହରିୟାଣା ଡିଜିପିଙ୍କୁ ଛୁଟି । ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇଲେ ରାଜ୍ୟ ସରକାର । ଚଣ୍ଡିଗଡ଼ ସ୍ଥିତ ବାସଭବନରେ ଗତ ୭ରେ ଆତ୍ମହତ୍ୟା କରିଥିଲେ ପୁରନ କୁମାର । ସୁଇସାଇଡ୍ ନୋଟ୍ରେ ଡିଜିପିଙ୍କ ସମେତ ୭ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରିଥିଲେ । ବରିଷ୍ଠ ଆଇପିଏସ୍ ଅଧିକାରୀ ପୁରନ କୁମାରଙ୍କର ୭ ଅକ୍ଟୋବରରେ ଚଣ୍ଡିଗଡ଼ର ସେକ୍ଟର ୧୧…
