ଅମରେଶ ଜେନାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ
ଭୁବନେଶ୍ଵର: ଅମରେଶ ଜେନାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ । ଦୁଷ୍କର୍ମ ମାମଲାରେ ଗିରଫ ଅମରେଶ ଜେନା ଓରଫ ବାୟାଁଙ୍କୁ ଜାମିନ୍ । ୨୫ ହଜାର ଟଙ୍କିଆ ଦୁଇ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ । ପୀଡ଼ିତାଙ୍କ ଘର ଅଞ୍ଚଳକୁ ନଯିବାକୁ ହାଇକୋର୍ଟଙ୍କ ସର୍ତ୍ତ । ସୂଚନା ଅନୁସାରେ, କର୍ପୋରେଟର୍ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାର ସଙ୍ଗୀନ ଅଭିଯୋଗ ଆଣିଥିଲେ । ବିବାହର…
