ଖୋଲିଲା ଟ୍ରମ୍ପଙ୍କ ମୁଖା, ସତ କହିଦେଲା ପାକିସ୍ତାନ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ । ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ୍ଙ୍କ ମଧ୍ୟସ୍ଥତା ଦାବିର ଅସଲ କଥା କହିଲା ପାକିସ୍ତାନ । ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ମାନି ନଥିଲା । ଇଶାକ ଡାର୍ ‘ଯୁଦ୍ଧବିରତି ନେଇ ପ୍ରସ୍ତାବ ଦେଇଥିଲା ଆମେରିକା, କିନ୍ତୁ ଭାରତ ମାନି ନଥିଲା ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ । ଭାରତ କୌଣସି ବି ତୃତୀୟ ପକ୍ଷର…
