ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍ କଲେଜ ମିଟ୍
ବ୍ରହ୍ମପୁର: ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍ କଲେଜ ମିଟ୍ । ଗତକାଲିର ଗଣ୍ଡଗୋଳ ପରେ ଇଣ୍ଟର ମେଡିକାଲ୍ କଲେଜ ମିଟ୍ ବନ୍ଦ । MKCG କଲେଜ କାଉନସିଲ୍ ବୈଠକ ପରେ ଡିନ୍ଙ୍କ ଘୋଷଣା । ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାରୁ ଇଣ୍ଟର ମେଡିକାଲ୍ କଲେଜ ମିଟ୍ ବନ୍ଦ । ନିଷ୍ପତ୍ତି ବିରୋଧରେ ଟେଲି ମେଡିସିନ୍ ସେଣ୍ଟର ବାହାରେ ଛାତ୍ରଛାତ୍ରୀଙ୍କ ଧାରଣା । ବ୍ରହ୍ମପୁର MKCG ମେଡିକାଲ କଲେଜରେ ଚାଲିଥିବା…

 
									