ରାସ୍ତା କାମରେ ବର୍ଷା ସାଜିଛି ବାଧକ, ହୋଇପାରୁନି କାଲିଙ୍ଗା ଘାଟି ରାସ୍ତା କାମ
ଜି.ଉଦୟଗିରି: ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟି ରାସ୍ତା ମରାମତି କାମ ବାଧାପ୍ରାପ୍ତ । ପାହାଡ଼ ଉପରୁ ପ୍ରବଳ ବର୍ଷା ପାଣି ଆସୁଥିବାରୁ ଭୂସ୍ଖଳନ ଆଶଙ୍କା ରହିଛି । କାର୍ଯ୍ୟରତ ଶ୍ରମିକ ଭୟଭୀତ ଅଛନ୍ତି । ସେପଟେ ରାସ୍ତା ମରାମତି କାମ ବାଧାପ୍ରାପ୍ତ ହୋଇଛି । ଗତ ୨୦ ଦିନ ହେଲାଣି କଳିଙ୍ଗା ଘାଟି ରାସ୍ତା ବନ୍ଦ ହୋଇ ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…
