କେରଳରେ ହାଇଆଲର୍ଟ, ମୁଣ୍ଡ ନେଉଛି ମସ୍ତିଷ୍କ ଖିଆ ରୋଗ

ଥିରୁବନନ୍ତପୁରମ: କେରଳରେ ହାଇଆଲର୍ଟ । ୧୯ ଜୀବନ ନେଲାଣି ମୁଣ୍ଡ ଖିଆ ରୋଗ ଆମିବା । କେରଳରେ ପ୍ରାଇମାରୀ ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ ବା PAM ସଂକ୍ରମଣ ବୃଦ୍ଧି ହୋଇଛି । ଆମିବାକୁ ନେଇ ରାଜ୍ୟରେ ହାଇଆଲର୍ଟ ଜାରି କରାଯିବା ସହ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସତର୍କ କରାଯାଇଛି । କେରଳର ବିଭିନ୍ନ ଜିଲ୍ଲାରେ କେସ୍ ରେକର୍ଡ କରାଯାଇଛି । ଯେଉଁଥିରେ ୩ମାସର ଶିଶୁ ସହ ୯୧ ବର୍ଷୀୟ ବୟସ୍କ ସାମିଲ ରହିଛନ୍ତି…