ପାହାଡରୁ ଖସିଲା ପଥର, କୋରାପୁଟ-ରାୟଗଡ଼ା ଟ୍ରେନ୍ ଚଳାଚଳ ବନ୍ଦ
ରାୟଗଡା: ଲଘୁଚାପ ଜନିତ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପରିସ୍ଥିତି ବେହାଲ ହୋଇଛି । ବର୍ଷା ପରେ ବିଭିନ୍ନ ସ୍ଥାନରୁ ଭୂସ୍ଖଳନର ଖବର ସାମ୍ନାକୁ ଆସିଛି । ଭୂସ୍ଖଳନରେ ବାପପୁଅ ନିଖୋଜ ହୋଇଛନ୍ତି । ରାୟଗଡ଼ ବ୍ଲକ ପେକେଟ ଗାଁ ନିକଟ ବାମରା ପାହାଡ଼ରୁ ଭୂସ୍ଖଳନ । ଭୂସ୍ଖଳନରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ । ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ ଓ ପୋଲିସ ।…
