ଋତୁସ୍ରାବ ବେଳେ ପେଟ ଯନ୍ତ୍ରଣାକୁ ନେଇ ଚିନ୍ତିତ କି, ଖାଆନ୍ତୁ ଏହି ଖାଦ୍ୟ…

ଭୁବନେଶ୍ଵର: ଋତୁସ୍ରାବ ସମୟରେ ମହିଳାଙ୍କ ପେଟ ଯନ୍ତ୍ରଣା ଅଧିକ ହୋଇଥାଏ । ଏହି ଯନ୍ତ୍ରଣା ବେଳେବେଳେ ଏତେ ଅଧିକ ବଢ଼ିଯାଏ ଯେ ଆପଣ ପ୍ରତିଦିନର କାମ ଠିକ୍‌ ଭାବେ କରିପାରନ୍ତି ନାହିଁ । ତେବେ ଏହି କଷ୍ଟକୁ ଦୂର କରିବା ପାଇଁ ମେଡିକାଲ ଷ୍ଟୋରରେ ଅନେକ ପ୍ରକାରର ଔଷଧ ଉପଲବ୍ଧ ଥାଏ । କିନ୍ତୁ ହେଲ୍ଥ ଏକ୍ସପର୍ଟମାନେ ଏହି ସମୟରେ ଔଷଧ ଖାଇବାକୁ ବାରଣ କରନ୍ତି । କିନ୍ତୁ ମହିଳାମାନେ…

କାହିଁକି ତଳେ ବସି କରନ୍ତି ଭୋଜନ, କଣ ଏହାର ଫାଇଦା…

ଭୂବନେଶ୍ଵର: ପୁରୁଣା ପରମ୍ପରାକୁ ଯଦିଓ ଆଜିକାଲିର ଲୋକ ଆଉ ମାନୁ ନାହାନ୍ତି, କିନ୍ତୁ ଏହାର ନିଜସ୍ୱ ବୈଜ୍ଞାନିକ ମହତ୍ତ୍ୱ ରହିଛି। ଏହି ସବୁ ପରମ୍ପରା ବ୍ୟକ୍ତିକୁ ସୁସ୍ଥ ଏବଂ ସୁଖୀ ରଖିବା ପାଇଁ ବନାଯାଇଥିଲା। ଆଗକାଳରେ ଲୋକେ ତଳେ ବସି ଭୋଜନ ଗ୍ରହଣ କରୁଥିଲେ, କିନ୍ତୁ ଆଜିକାଲି ଆଧୁନିକ ଜୀବନଶୈଳୀରେ ଲୋକେ ଟେବୁଲ, ଚୌକିରେ ବସି ଖାଦ୍ୟ ଖାଉଛନ୍ତି। ହେଲେ ଆପଣ ଜାଣିଛନ୍ତି କି, ଆମ ହିନ୍ଦୁ ଶାସ୍ତ୍ରରେ ତଳେ…

ପବିତ୍ର ଦଶହରାରେ ଘରେ ବନାନ୍ତୁ ସ୍ଵାଦିଷ୍ଟ “ନଡ଼ିଆ ବର୍ଫି”

ଭୁବନେଶ୍ଵର: ପବିତ୍ର ଦଶହରାରେ ଘରେ ଘରେ ମାଆଙ୍କ ନିକଟରେ ଭୋଗ ଲଗାଇବା ପାଇଁ ପ୍ରସ୍ତୁତ କରାଯାଏ ବିଭିନ୍ନ ଭୋଗ । ଘରେ ଆମେ ମିଠାର ଭୋଗ ଲାଗାଇ ମାଆଙ୍କୁ ଅର୍ପଣ କରିପାରିବା । ଆଜି ଆମେ ମିଠାର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି “ନଡ଼ିଆ ବର୍ଫି”। ଏହି ରେସିପିଟି ଆପଣ ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ…

ଘରେ ଘରେ ବାସିଲାଣି ଦ୍ଵିତୀୟା ଘାଣ୍ଟ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳି

ଭୁବନେଶ୍ଵର:  ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ପ୍ରତ୍ୟେକ ଓଷାବ୍ରତ ଖାଦ୍ୟ ସହିତ ଜଡ଼ିତ ଥିବା ଲକ୍ଷ୍ୟ କରାଯାଏ । ସେହିପରି ଦ୍ୱିତୀୟା ଓଷା (ଦୂତିୟା ଓଷା ବା ଯୁତୀଆ ଓଷା) ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ପାଳନ କରାଯାଏ । ଏହି ଦିନ ଓଷା କରିଥିବା ମହିଳାମାନେ ନିର୍ଜଳା ଉପବାସ କରି ପୁଅମାନଙ୍କ ମଙ୍ଗଳ କାମନା କରି ଦୂତୀବାହାନଙ୍କୁ ପୂଜା କରିଥାନ୍ତି ।…

ବିଶ୍ଵ ନଡ଼ିଆ ଦିବସ, ଜାଣନ୍ତୁ ନଡ଼ିଆର ଉପକାରୀ ଫାଇଦା ବିଷୟରେ…

ଭୁବନେଶ୍ଵର: ନଡ଼ିଆ..ଅଳ୍ପ ବହୁତେ ସମସ୍ତେ ସେବନ କରିଥିବେ। କିଛି ଜଣଙ୍କୁ ପଇଡ ପାଣି ପିଇବାକୁ ଭଲ ଲାଗୁଥିବା ବେଳେ ଆଉ କିଛି ଜଣଙ୍କୁ ନଡିଆ ଖାଇବା ପସନ୍ଦ ରହିଥାଏ। ଭାରତ ସମେତ ପ୍ରଶାନ୍ତ ମହାସାଗରର ବିଭିନ୍ନ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୨ ତାରିଖକୁ ବିଶ୍ୱ ନଡ଼ିଆ ବା ନାରିକେଳ ଦିବସ ଭାବେ ପାଳନ କରାଯାଏ। ପ୍ରଥମେ ୨୦୦୯ମସିହାରେ ବିଶ୍ୱ ନଡ଼ିଆ ଦିବସ ଆରମ୍ଭ କରାଯାଇଥିଲା। ନଡ଼ିଆର ଉପକାରିତା ଏବଂ ଗୁରୁତ୍ୱ…