ଏକାଠି ବିଷ ପିଇଲେ ୨୪ କିନ୍ନର, ହସ୍ପିଟାଲରେ ଭର୍ତ୍ତି

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୨୪ଜଣ କିନ୍ନର ଏକାଠି ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଘଟଣାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସମସ୍ତ କିନ୍ନର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ସ୍ଵାସ୍ଥ୍ୟବସ୍ତାରେ ସୁଧାର ଆସିଛି । ସୂଚନା ଅନୁସାରେ, ନନ୍ଦଲାଲପୁରରେ ଜଣେ କିନ୍ନର ଦୁଇଜଣ ଗଣମାଧ୍ୟମ କର୍ମଚାରୀଙ୍କ ବିରୋଧରେ ଦୁଷ୍କର୍ମ, ଆକ୍ରମଣ ଏବଂ ହତ୍ୟା ଧମକର ଅଭିଯୋଗ…

ବିରାଜିଛନ୍ତି ଅଗ୍ରପୂଜ୍ୟ, ଗୋବର ଗଣେଷ ଭାବେ ପୂଜା ପାଉଛନ୍ତି ବିଘ୍ନବିନାଶକ

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବିରାଜିଛନ୍ତି ପ୍ରଭୁ ଗଜାନନ । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜାମଣ୍ଡପ ଗୁଡିକ ଆକର୍ଷଣୀୟ ଢଙ୍ଗରେ ହୋଇଛି ସଜା । ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରଭୁ ଗଜାନନଙ୍କ ପୂଜା । ସ୍କୁଲ, କଲେଜ ସାଙ୍ଗକୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା କରାଯାଉଥିବା ବେଳେ…