ମିସ୍ ଟିନ୍ ଇଣ୍ଟର୍ନ୍ୟାସନାଲ-୨୦୨୫, କାଜିୟା ଲିଜ୍ ମେଜୋ ରନର୍-ଅପ୍
ନୂଆଦିଲ୍ଲୀ: ଅନୁଷ୍ଠିତ ହୋଇଛି ମିସ୍ ଟିନ୍ ଇଣ୍ଟର୍ନ୍ୟାସନାଲ-୨୦୨୫ର ଗ୍ରାଣ୍ଡ୍ ଫିନାଲେ । ପ୍ରତିଯୋଗିତାରେ ଭାରତ ସମେତ କାନାଡା, ବୋଟ୍ସୱାନା, କଲମ୍ବିୟା, କ୍ୟୁବା, ଡୋମିନିକାନ୍ ଗଣରାଜ୍ୟ, ଫିଜି, ଫ୍ରାନ୍ସ, ଜର୍ମାନୀ, ଜାପାନ, ମେକ୍ସିକୋ, ନାମିବିୟା, ନେଦରଲାଣ୍ଡ୍ସ, ପାରାଗୁଏ, ପେରୁ, ଫିଲିପିନ୍ସ, ପୁଏର୍ତ୍ତୋରିକୋ, ରୋମାନିଆ, ସ୍ପେନ୍, ଶ୍ରୀଲଙ୍କା, ଆମେରିକା, ଭେନେଜୁଏଲା, ଭିଏତ୍ନାମ ଓ ଜିମ୍ବାୱେର ସୁନ୍ଦରୀମାନେ ମଞ୍ଚ ଉପରେ ପ୍ରତିଭା ପ୍ରଦର୍ଶନ କରିଥିଲେ । ମାତ୍ର ସମସ୍ତଙ୍କୁ ପଛରେ ପକାଇ ସ୍ପେନର ସୁନ୍ଦରୀ ଲୋରେନା…
