ସମୟ ଆସିଲେ ୨୦ ହଜାର ସମର୍ଥକଙ୍କୁ ଦିଲ୍ଲୀ ନେଇ କଂଗ୍ରେସରେ ମିଶିବି: ନାଣ୍ଡୁ ଧଳ
ଭୁବନେଶ୍ଵର: ପିସିସି ସଭାପତି ଭକ୍ତ ଦାସଙ୍କୁ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ଧଳଙ୍କ କାଉଣ୍ଟର । ଭକ୍ତ ଓ ତାଙ୍କ ପୁଅଙ୍କ ନାଁରେ ୬ରୁ ଊର୍ଦ୍ଧ୍ବ ମାମଲା ରହିଛି । ଲାଞ୍ଚ, ହତ୍ୟା ଧମକ, ଟଙ୍କା ହେରଫେର୍ ଭଳି ସଙ୍ଗୀନ ଅଭିଯୋଗ ରହିଛି । ଯଦି ରାଜନୀତିରେ ଏସବୁ ଧରାଯାଏ ତେବେ କଂଗ୍ରେସରେ କେହି ରହିବେନି ବୋଲି କହିଛନ୍ତି ନାଣ୍ଡୁ ଧଳ । ମୋ ନାଁରେ ତାଙ୍କ ଭଳି ବଡ଼…
