ଟାରିଫ ବିବାଦ ଭିତରେ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ, ମୋଦିଙ୍କୁ ପ୍ରଶଂସା କରି କହିଲେ…
ନୂଆଦିଲ୍ଲୀ: ଟାରିଫ୍କୁ ନେଇ ତିକ୍ତତା ଭିତରେ ଟ୍ରମ୍ପଙ୍କ ବଡ଼ ବୟାନ । ବଦଳିଲା ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବା ଆମେରିକାର ସ୍ଵର । ଟ୍ରମ୍ପଙ୍କର ଏକ ସୋସିଆଲ୍ ମିଡିଆରେ ପୋଷ୍ଟରେ ଜଣେ ବ୍ୟକ୍ତି ପ୍ରଶ୍ନ କରିଥିଲେ କି, ଭାରତ ସହ ସମ୍ପର୍କ ପୁଣି ମଜଭୁତ କରିବାକୁ ଆମେରିକା ପ୍ରସ୍ତୁତ ଅଛି କି? ଆଉ ଏହି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, ମୁଁ ସବୁବେଳେ ପ୍ରସ୍ତୁତ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
